ଆଜି ଛାଡ଼ଖାଇ; ସକାଳୁ ଜମିଲାଣି ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ  ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।   କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି […]

fish market

fish market

Tapaswini Nayak
  • Published: Wednesday, 09 November 2022
  • Updated: 09 November 2022, 11:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ  ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।   କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି । ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ।

ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର  କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story