ସମ୍ବଲପୁର: ଏନ୍ଏଚ୍‌ଏଆଇ ସିଜିଏମ୍‌ଙ୍କୁ ଘେରିଲେ ସ୍ଥାନୀୟ ବାସିନ୍ଦା

ସମ୍ବଲପୁର: ସମ୍ବଲପୁର-ବରଗଡ ଦେଇ ଯାଇଥିବା ୮୮ କିଲୋମିଟରର ଜାତୀୟ ରାଜପଥର ଅନୁଧ୍ୟାନ କରିବାକୁ ଆସିଥିବା ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍‌ଏଆଇ) ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍‌) ଡି.ଷଡଙ୍ଗୀଙ୍କୁ ଆଜି ଘେରିଛନ୍ତି ସ୍ଥାନୀୟ ବାସିନ୍ଦା। ସମ୍ବଲପୁରର ଅଇଁଠାପାଲି ଛକରେ ଏନ୍ଏଚ୍‌ଏଆଇ ସିଜିଏମ୍‌ଙ୍କୁ ସ୍ଥାନୀୟ ବାସିନ୍ଦାମାନେ ବୁଲାଇ ରାସ୍ତାର ପରିସ୍ଥିତି ଦେଖାଇଥିଲେ। କିଛି ମାସ ତଳେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନିର୍ମାଣ ଶେଷ ହୋଇଥିବା ରାସ୍ତା କିପରି ନିମ୍ନମାନର କାମ ହେତୁ ମରଣଯନ୍ତା ପାଲିଟିଛି ତାହା ଦେଖାଇଥିଲେ। ରାସ୍ତା […]

OR photo

OR photo

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 10:21 PM IST

Sports

Latest News

ସମ୍ବଲପୁର: ସମ୍ବଲପୁର-ବରଗଡ ଦେଇ ଯାଇଥିବା ୮୮ କିଲୋମିଟରର ଜାତୀୟ ରାଜପଥର ଅନୁଧ୍ୟାନ କରିବାକୁ ଆସିଥିବା ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍‌ଏଆଇ) ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍‌) ଡି.ଷଡଙ୍ଗୀଙ୍କୁ ଆଜି ଘେରିଛନ୍ତି ସ୍ଥାନୀୟ ବାସିନ୍ଦା। ସମ୍ବଲପୁରର ଅଇଁଠାପାଲି ଛକରେ ଏନ୍ଏଚ୍‌ଏଆଇ ସିଜିଏମ୍‌ଙ୍କୁ ସ୍ଥାନୀୟ ବାସିନ୍ଦାମାନେ ବୁଲାଇ ରାସ୍ତାର ପରିସ୍ଥିତି ଦେଖାଇଥିଲେ। କିଛି ମାସ ତଳେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନିର୍ମାଣ ଶେଷ ହୋଇଥିବା ରାସ୍ତା କିପରି ନିମ୍ନମାନର କାମ ହେତୁ ମରଣଯନ୍ତା ପାଲିଟିଛି ତାହା ଦେଖାଇଥିଲେ।

ରାସ୍ତା ଅବସ୍ଥା ଦେଖିବା ପରେ ଡି.ଷଡଙ୍ଗୀ କହିଛନ୍ତି,“ରୁଟିନ୍‌ ଇନ୍ସପେକ୍ସନ୍‌ରେ ମୁଁ ସମ୍ବଲପୁର-ବରଗଡ ଦେଇ ଯାଇଥିବା ୮୮ କିଲୋମିଟରର ଜାତୀୟ ରାଜପଥ ଦେଖିବାକୁ ଆସିଛି। ଏହି ରାସ୍ତାର ଯେଉଁଠି ଯାହା ସମସ୍ୟା ରହିଛି ତାହାକୁ ସୁଧାରିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିବି।”

ସ୍ଥାନୀୟ ବାସିନ୍ଦା ଦେବବ୍ରତ ମିଶ୍ର କହିଛନ୍ତି,“ଯେଉଁ ସଂସ୍ଥା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରିଛନ୍ତି ସେହି ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟ କରିବା କଥା। ଏହି ସଂସ୍ଥା କାର୍ଯ୍ୟ କରିବାକୁ ଯିଏ ଅନୁମତି ଦେଇଛି ତାଙ୍କୁ ଗିରଫ କରିବା କଥା।”

ଏହି ଅଭିଯୋଗକୁ ଖଣ୍ଡନ କରି ରାସ୍ଥାକାମ କରିଥିବା ଅଶୋକ ବିଲ୍ଡକନ୍‌ର ବରିଷ୍ଠ ଇଞ୍ଜିନିୟର ବିଶ୍ୱଭୂଷଣ ମହାପାତ୍ର କହିଛନ୍ତି,“ ସମ୍ବଲପୁର-ବରଗଡ ଦେଇ ଯାଇଥିବା ୮୮ କିଲୋମିଟର ଜାତୀୟ ରାଜପଥରେ କିଛି ଅସୁବିଧା ନାହିଁ। ଗୁଣବତ୍ତା ରଖି କାର୍ଯ୍ୟ ହୋଇଛି। ଏହା ମାତ୍ର ରୁଟିନ୍‌ ୱାର୍କ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story