ନାତି ବାହାଘର ଗିଫ୍ଟରେ ମିଳିଥିଲା ବୋମା! ବିସ୍ଫୋରଣରେ ଆଖି ବୁଜିଲେ ଜେଜେ ମାଆ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବାହାଘର ସମୟରେ ନବ ଦମ୍ପତିଙ୍କୁ ମିଳିଥିଲା ଉପହାର। ସେହି ଉପହାର ପ୍ୟାକେଟ୍‌କୁ ଖୋଲିବା ବେଳେ ଆଜି ହୋଇଥିଲା ବିସ୍ଫୋରଣ। ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ବ୍ରହ୍ମପଡ଼ାରେ ଘଟିଛି। ବିସ୍ଫୋରଣରେ ନବ ଦମ୍ପତିଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥରେ ଜେଜେ ମାଆଙ୍କର ମୃତ୍ୟୁ ହୋଇଛି। ଗତ ୧୮ ତାରିଖରେ ବ୍ରହ୍ମପଡ଼ାର ସୌମ୍ୟ ଶେଖରଙ୍କ ବିବାହ ହୋଇଥିଲା। ୨୦ ତାରିଖରେ ଆଭ୍ୟର୍ଥନା ଭୋଜି ଥିଲା। […]

house1

house1

Rakesh Mallick
  • Published: Friday, 23 February 2018
  • Updated: 23 February 2018, 07:43 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବାହାଘର ସମୟରେ ନବ ଦମ୍ପତିଙ୍କୁ ମିଳିଥିଲା ଉପହାର। ସେହି ଉପହାର ପ୍ୟାକେଟ୍‌କୁ ଖୋଲିବା ବେଳେ ଆଜି ହୋଇଥିଲା ବିସ୍ଫୋରଣ। ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ବ୍ରହ୍ମପଡ଼ାରେ ଘଟିଛି। ବିସ୍ଫୋରଣରେ ନବ ଦମ୍ପତିଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥରେ ଜେଜେ ମାଆଙ୍କର ମୃତ୍ୟୁ ହୋଇଛି।

ଗତ ୧୮ ତାରିଖରେ ବ୍ରହ୍ମପଡ଼ାର ସୌମ୍ୟ ଶେଖରଙ୍କ ବିବାହ ହୋଇଥିଲା। ୨୦ ତାରିଖରେ ଆଭ୍ୟର୍ଥନା ଭୋଜି ଥିଲା। ବିବାହ ସମୟରେ ଉପହା ସ୍ୱରୂପ ବହୁ ଉପହାର ମିଳିଥିଲା। ଆଜି ନବ ଦମ୍ପତି ଉକ୍ତ ଉପହାର ଖୋଲୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟ ଶେଖର, ତାଙ୍କ ପତ୍ନୀ ଓ ଜେଜେ ମାଆ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜେଜେ ମାଆଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ସୌମ୍ୟ ଶେଖର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘର କାନ୍ଥ ଫାଟିଯାଇଛି। ଘରେ ଥିବା ଜିନିଷପତ୍ର ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ପାଟଣାଗଡ଼ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story