ଜହ୍ନରେ ଦେଖାଦେଲା ‘ବଳୟ’, ଲୋକେ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆକାଶରେ ଜହ୍ନ(ଚନ୍ଦ୍ର)ରେ ଏକ ବଳୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ରାଜ୍ୟର ବିଭିନ୍ନ ଅଂଚଳର ଲୋକେ ଜହ୍ନରେ ଏହି ବଳୟ ଦେଖିଥିବାବେଳେ ଏହା ଏକ ସାଧାରଣ ଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପରଠୁ ରାଜଧାନୀ ଆକାଶରେ ଜହ୍ନରେ ଏକ ଗୋଲାକାର ବଳୟ ଦେଖିବାକୁ ମିଳିଥିଲା। କେବଳ ରାଜଧାନୀ ନୁହେଁ ଉପକୂଳ ଓଡ଼ିଶାର […]

9nb-1

9nb-1

Tapas Behera
  • Published: Wednesday, 25 November 2020
  • Updated: 25 November 2020, 11:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆକାଶରେ ଜହ୍ନ(ଚନ୍ଦ୍ର)ରେ ଏକ ବଳୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ରାଜ୍ୟର ବିଭିନ୍ନ ଅଂଚଳର ଲୋକେ ଜହ୍ନରେ ଏହି ବଳୟ ଦେଖିଥିବାବେଳେ ଏହା ଏକ ସାଧାରଣ ଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପରଠୁ ରାଜଧାନୀ ଆକାଶରେ ଜହ୍ନରେ ଏକ ଗୋଲାକାର ବଳୟ ଦେଖିବାକୁ ମିଳିଥିଲା। କେବଳ ରାଜଧାନୀ ନୁହେଁ ଉପକୂଳ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାର ଲୋକମାନେ ମଧ୍ୟ ଜହ୍ନରେ ଏଭଳି ବଳୟ ଦେଖିଛନ୍ତି। ଆକାଶରେ ବର୍ଷା ଓ ବାଦଲ ଥିବାରୁ ଅନେକ ଅଂଚଳରେ ମଧ୍ୟ ଏହା ଦୃଶ୍ୟମାନ ହୋଇପାରିନି।

ତେବେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ ବୈଜ୍ଞାନିକମାନେ ସୂର୍ଯ୍ୟ ଓ ଚନ୍ଦ୍ରରେ ଏଭଳି ‘ବଳୟ’ ପୂର୍ବରୁ ଅନେକଥର ଦେଖାଦେଇଛି ବୋଲି ମତ ଦେଇଛନ୍ତି। ବୈଜ୍ଞାନିକଙ୍କ ମତରେ ଏହାକୁ ‘୨୨ଡିଗ୍ରୀ  ହାଲୋ ବା ୨୨ ଡିଗ୍ରୀ ପ୍ରଭାମଣ୍ଡଳ’ କୁହାଯାଏ। ମେଘ ଓ ଆଲୋକ ଦ୍ୱାରା ସଂଘଠିତ ହେଉଥିବା ଏକ ଅସାଧାରଣ ଦୃଶ୍ୟ ଯାହା ଆମର ଆଖିରେ ଭ୍ରମ ସୃଷ୍ଟି କରିଥାଏ। ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁ ଏଭଳି ବଳୟ ସୃଷ୍ଟି ହୋଇଥାଏ  ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

୨୦୧୨ ମସିହାରେ ଆମେରିକାରେ ବାତ୍ୟା ‘ସ୍ୟାଣ୍ଡି’ ଲ୍ୟାଣ୍ଡଫଲ୍ କରିବା ପୂର୍ବ ରାତ୍ରିରେ  ଏଭଳି ବଳୟ ଚନ୍ଦ୍ରରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ପୃଥିବୀର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟରେ ଏଭଳି ବଳୟ ଦେଖାଯାଇଥାଏ।
ସମ୍ଭବତଃ ସାମୁଦ୍ରିକ ଝଡ଼ ‘ନିଭାର’ ଆଜି ମଧ୍ୟରାତ୍ରିରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ତା’ର ପ୍ରଭାବରେ ଚନ୍ଦ୍ରରେ ଏଭଳି ବଳୟ ଦେଖାଦେଇ ପାରିଥାଏ ବୋଲି ପାଣିପାଗ ବିଶେଷଜ୍ଞଙ୍କଠୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story