ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଦୁଇ ମନ୍ତ୍ରୀ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା ଓ ଅଶୋକ ପଣ୍ଡା। ଗତକାଲି ସନ୍ଧ୍ୟାରେ ଦୁଇ ମନ୍ତ୍ରୀ ଡଙ୍କଲପାଡୁ ଗାଁକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ। ମୃତକଙ୍କ ପରିବାରଙ୍କୁ ମନ୍ତ୍ରୀ ପଦ୍ନନାଭ ବେହେରା କହିଛନ୍ତି,“ ଡଙ୍କଲପାଡୁ ଗାଁରେ ଯେଉଁ ଦୁଃଖଦ ଘଟଣା ଘଟିଗଲା ମୁଖ୍ୟମନ୍ତ୍ରୀ ସେଥିପାଇଁ ବହୁତ ଦୁଖିତ। ସମସ୍ତଙ୍କ କଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ଆମକୁ ପଠାଇଛନ୍ତି।  ଲୋକଙ୍କ ଆବେଦନ […]

minister0

minister0

Tapaswini Nayak
  • Published: Thursday, 13 February 2020
  • Updated: 13 February 2020, 10:32 AM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା ଓ ଅଶୋକ ପଣ୍ଡା। ଗତକାଲି ସନ୍ଧ୍ୟାରେ ଦୁଇ ମନ୍ତ୍ରୀ ଡଙ୍କଲପାଡୁ ଗାଁକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ।

ମୃତକଙ୍କ ପରିବାରଙ୍କୁ ମନ୍ତ୍ରୀ ପଦ୍ନନାଭ ବେହେରା କହିଛନ୍ତି,“ ଡଙ୍କଲପାଡୁ ଗାଁରେ ଯେଉଁ ଦୁଃଖଦ ଘଟଣା ଘଟିଗଲା ମୁଖ୍ୟମନ୍ତ୍ରୀ ସେଥିପାଇଁ ବହୁତ ଦୁଖିତ। ସମସ୍ତଙ୍କ କଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ଆମକୁ ପଠାଇଛନ୍ତି।  ଲୋକଙ୍କ ଆବେଦନ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ।”

ସୂଚନାଯୋଗ୍ୟ, ଗତ ୧୦ ତାରିଖର ଅପରାହ୍ନରେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ୍‌ ତାର ଓହଳି ପଡ଼ିଥିଲେ ବି ବସ୍ ଡ୍ରାଇଭର ଗଗନ ନାୟକ ଦେଖିପାରିନଥିଲେ। ଫଳରେ ବସ୍‌ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ ନିରୀହ ବସ୍ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଏଭଳି ଅଘଟଣକୁ ଦେଖି ବସ୍ ଡ୍ରାଇଭର ଗଗନ ନାୟକ ବସ୍‌ରୁ ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ୍ ପରେ ତାଙ୍କୁ  ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story