ସାହିତ୍ୟିକ ଗିରିଜା ଭୂଷଣ ପଟ୍ଟନାୟକଙ୍କ ପରଲୋକ

କଟକ: ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଗିରିଜା ଭୂଷଣ ପଟ୍ଟନାୟକଙ୍କ ପରଲୋକ ହୋଇଛି। କଟକ କଳାବିକାଶ କେନ୍ଦ୍ର ମାର୍ଗ ସ୍ଥିତ ବାସଭବନରେ ଆଜି ଭୋରରୁ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଗିରିଜା ଭୂଷଣ ଛାତ୍ର ଜୀବନରୁ ସମାଜସେବାରେ ନିଜକୁ ନିୟୋଜିତ କରିବା ସହିତ ୧୯୪୨ ମସିହାରେ ସ୍ୱାଧୀନତା ଆନ୍ଦୋଳନର ଯୋଗ ଦେଇଥିଲେ। ୧୯୫୮ ମସିହାରେ ତାଙ୍କର ଓକିଲାତି ଜୀବନ ଆରମ୍ଭ ହୋଇଥିଲା। ‘ଦି ୟୁନଭର୍ସ’ ପରି […]

c

c

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 04:59 AM IST

କଟକ: ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଗିରିଜା ଭୂଷଣ ପଟ୍ଟନାୟକଙ୍କ ପରଲୋକ ହୋଇଛି। କଟକ କଳାବିକାଶ କେନ୍ଦ୍ର ମାର୍ଗ ସ୍ଥିତ ବାସଭବନରେ ଆଜି ଭୋରରୁ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଗିରିଜା ଭୂଷଣ ଛାତ୍ର ଜୀବନରୁ ସମାଜସେବାରେ ନିଜକୁ ନିୟୋଜିତ କରିବା ସହିତ ୧୯୪୨ ମସିହାରେ ସ୍ୱାଧୀନତା ଆନ୍ଦୋଳନର ଯୋଗ ଦେଇଥିଲେ।

୧୯୫୮ ମସିହାରେ ତାଙ୍କର ଓକିଲାତି ଜୀବନ ଆରମ୍ଭ ହୋଇଥିଲା। ‘ଦି ୟୁନଭର୍ସ’ ପରି ଅନୁଷ୍ଠାନ ଗଠନ କରି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଦେଶ ବିଦେଶ ଭ୍ରମଣ କରି ଅନେକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବୁଦ୍ଧିଜିମ୍ ଆଣ୍ଡ୍ ଜୈନଜିମ୍, ଫୋକ୍ କଲଚର୍, ଏନଭାର୍ଣ୍ଣମେଣ୍ଟ ଆଣ୍ଡ ଟ୍ୱେଣ୍ଟିଫାଷ୍ଟ ସେଞ୍ଚୁରୀ, ଗାନ୍ଧି ଆଣ୍ଡ୍ ମଡର୍ଣ୍ଣ ଟାଇମ୍, ରାଜନୀତିର ଭାରତ, ଜୀବନ ଜନପଥରେ, ବାଉନ ବଜାର ତେପନ ଗଳି ଭଳି ପ୍ରାୟ ୩୦ରୁ ଅଧିକ ଉପାଦେୟ ପୁସ୍ତକ ସେ ରଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story