ଏଆଇସିସିର ସର୍ବ କନିଷ୍ଠ ସଦସ୍ୟ ହେଲେ ଓଡ଼ିଆ ଝିଅ ମନୀଷା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଆଇସିସିର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୀଷା ତ୍ରିପାଠୀ ମନୋନୀତ ହୋଇଛନ୍ତି । ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ମନୀଷାଙ୍କୁ ସ୍ଥାନ ମିଳିଛି । ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ସେ  ନବରଙ୍ଗପୁର କଲେଜରେ ରାଜନୀତି ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ। ଏଆଇସିସିର ସଦ୍ୟସ ହେବାପରେ ମନୀଷା କହିଛନ୍ତି,“ଏଆଇସିସିର ସଦ୍ୟସ ହୋଇଥିବାରୁ ମୁଁ ଖୁସି ଓ ସନ୍ତୁଷ୍ଟରୁ ବହୁତ ଊର୍ଦ୍ଧ୍ୱରେ ରହିଛି। ଏହା ମୋ ପାଇଁ ଗର୍ବର କଥା। ମୋ ପରିବାର […]

trr

trr

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 12:37 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଆଇସିସିର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୀଷା ତ୍ରିପାଠୀ ମନୋନୀତ ହୋଇଛନ୍ତି । ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ମନୀଷାଙ୍କୁ ସ୍ଥାନ ମିଳିଛି । ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ସେ  ନବରଙ୍ଗପୁର କଲେଜରେ ରାଜନୀତି ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ।

ଏଆଇସିସିର ସଦ୍ୟସ ହେବାପରେ ମନୀଷା କହିଛନ୍ତି,“ଏଆଇସିସିର ସଦ୍ୟସ ହୋଇଥିବାରୁ ମୁଁ ଖୁସି ଓ ସନ୍ତୁଷ୍ଟରୁ ବହୁତ ଊର୍ଦ୍ଧ୍ୱରେ ରହିଛି। ଏହା ମୋ ପାଇଁ ଗର୍ବର କଥା। ମୋ ପରିବାର ଚତୁର୍ଥ ପିଢ଼ିଭାବେ ମୁଁ ଏଆଇସିସିରେ ସଦସ୍ୟ ହୋଇଛି। ଏଆଇସିସିର ସବୁଠାରୁ ୟଙ୍ଗ ସଦସ୍ୟ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ମୋ ପାଇଁ ଏହାଠୁ ଖୁସିର କଥା କ’ଣ ହୋଇପାରେ?

ସେ ଆହୁରି କହିଛନ୍ତି,“ରାହୁଲ ଗାନ୍ଧି ୨୦ ବର୍ଷର ଝିଅ ଏଆଇସିସିର ମେମ୍ବର କରିଛନ୍ତି। ଏଥିରୁ ଜଣାପଡ଼ୁଛି ସେ ଦେଶରେ ପ୍ରତ୍ୟେକ ଜିଲ୍ଲାର ଯୁବଗୋଷ୍ଠୀକୁ  ସୁଯୋଗ ଦେବା ପାଇଁ ଚାହୁଁଛନ୍ତି। ଏହାଦ୍ୱାରା ଦେଶର ଓ କଂଗ୍ରେସ ପାର୍ଟିର ବହୁତ ଉନ୍ନତି ହେବ। ମୁଁ ସ୍କୁଲରେ ପଢ଼ୁଥିବା ସମୟରୁ ହିଁ  ସମାଜସେବା କରିବାକୁ ମୁଁ ଲକ୍ଷ୍ୟ ରଖିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story