ଫିଜିକ୍ସ ସାର୍‌ କଲେ ଦୁଷ୍କର୍ମ, ନ୍ୟାୟ ମାଗୁଛି ପୀଡ଼ିତା ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରୀଙ୍କ ଉପରେ ଫିଜିକ୍ସ ସାର୍‌ଙ୍କର ପଡ଼ିଥିଲା ଲୋଲୁପ ଦୃଷ୍ଟି। ସବୁ ସୀମା ଡେଇଁ ଛାତ୍ରୀଙ୍କୁ କଲେ ପ୍ରେମ ନିବେଦନ। ହେଲେ ଛାତ୍ରୀ ଜଣଙ୍କ ସାର୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ। ପ୍ରେମରେ ନିରାଶ ହେବା ପରେ ଭୟ ଦେଖାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ସାର୍‌। ଏହାସହ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ଏପରି କୁତ୍ସିତ ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍ […]

Rape-Victim

Rape-Victim

Tapaswini Nayak
  • Published: Tuesday, 02 August 2022
  • Updated: 02 August 2022, 01:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରୀଙ୍କ ଉପରେ ଫିଜିକ୍ସ ସାର୍‌ଙ୍କର ପଡ଼ିଥିଲା ଲୋଲୁପ ଦୃଷ୍ଟି। ସବୁ ସୀମା ଡେଇଁ ଛାତ୍ରୀଙ୍କୁ କଲେ ପ୍ରେମ ନିବେଦନ। ହେଲେ ଛାତ୍ରୀ ଜଣଙ୍କ ସାର୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ। ପ୍ରେମରେ ନିରାଶ ହେବା ପରେ ଭୟ ଦେଖାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ସାର୍‌। ଏହାସହ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ଏପରି କୁତ୍ସିତ ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ ଓ ଟେକ୍ନୋଲୋଜିର ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଂଜନ ଦାଶଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତା ଛାତ୍ରୀ।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଧ୍ୟାପକ ଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ସାରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବା ପରେ ପୁଲିସର ସାହାଯ୍ୟ ନ ନେବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। କମିଟିର ମେମ୍ବରମାନେ ପୀଡ଼ିତା ଛାତ୍ରୀ ଓ ଅଧ୍ୟାପକଙ୍କୁ ପଚରାଉଚରା କରିଥିଲେ। ଦୁଇ ଜଣଙ୍କ କଥା ଣୁଣିଲା ପରେ ଘଟଣାର ସତ୍ୟତା ନେଇ ସେଭଳି ଠୋସ ପ୍ରମାଣ ମିଳି ନଥିଲା। ଉଚ୍ଚ ଶିକ୍ଷା ବିଭାଗ ଏନେଇ ରିପୋର୍ଟ ପାଇବା ପରେ ଅଧ୍ୟାପକଙ୍କୁ କୁଚିଣ୍ଡା ବଦଳି କରି ଦିଆଯାଇଥିଲା। 

୨୫ ଜୁଲାଇରେ ଛାତ୍ରୀ ଜଣଙ୍କ ଉଚ୍ଚଶିକ୍ଷା ବିଭାଗରେ ହାଜର ହୋଇ ଅଧ୍ୟାପକଙ୍କ ନାଁରେ ଅଭିଯୋଗ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଏହି ଅଭିଯୋଗ ପାଇବା ପରେ ଅଧିକ ତଦନ୍ତ ପାଇଁ ଜିଲ୍ଲା ସ୍ତରୀୟ କମିଟିକୁ ତଦନ୍ତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ଏନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ଅଭିଯୁକ୍ତ ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  ଅନ୍ୟପକ୍ଷରେ ଅଭିଯୁକ୍ତ ଅଧ୍ୟାପକ ଗତକାଲି କୁଚିଣ୍ଡା କଲେଜରେ ଯୋଗ ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଦୁଇ ଦିନ ଛୁଟିରେ ଅଛନ୍ତି। ତାଙ୍କ ବିଷୟରେ ଥିବା ଅଭିଯୋଗ ସମ୍ପର୍କରେ କିଛି ଜାଣି ନଥିବା କୁଚିଣ୍ଡା କଲେଜ ପ୍ରିନ୍ସପାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story