ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ସହରରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଇନ୍ଦିରା କଲୋନୀର ଜଣେ  ଯୁବତୀଙ୍କୁ  ଦୁଇ ଜଣ ଯୁବକ  ମୁଖା ପିନ୍ଧି ଆସି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ପରିବାର ଲୋକେ ଯୁବତୀଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଯୁବତୀଙ୍କ ବାମ ଗାଲରେ  ଗଭୀର ଆଘାତ ଲାଗିଛି। ତାଙ୍କ ଗାଲରେ ୧୪ଟି ଷ୍ଟିଚ୍‌ ପଡ଼ିଛି। ସୂଚନାଅନୁସାରେ,  ଗତକାଲି ରାତି ୯ଟା ସମୟରେ ଯୁବତୀଜଣଙ୍କ ତାରିଣୀ ମନ୍ଦିର ନିକଟରେ ଠିଆ […]

Nuapada

Nuapada

Tapaswini Nayak
  • Published: Tuesday, 15 March 2022
  • Updated: 15 March 2022, 11:31 AM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ସହରରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଇନ୍ଦିରା କଲୋନୀର ଜଣେ  ଯୁବତୀଙ୍କୁ  ଦୁଇ ଜଣ ଯୁବକ  ମୁଖା ପିନ୍ଧି ଆସି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ପରିବାର ଲୋକେ ଯୁବତୀଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଯୁବତୀଙ୍କ ବାମ ଗାଲରେ  ଗଭୀର ଆଘାତ ଲାଗିଛି। ତାଙ୍କ ଗାଲରେ ୧୪ଟି ଷ୍ଟିଚ୍‌ ପଡ଼ିଛି।

ସୂଚନାଅନୁସାରେ,  ଗତକାଲି ରାତି ୯ଟା ସମୟରେ ଯୁବତୀଜଣଙ୍କ ତାରିଣୀ ମନ୍ଦିର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଆସି  ଛୁରିରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯୁବତୀ ଜଣକ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସଦର ପୁଲିସର ଏକ ଟିମ୍‌  ହସ୍ପିଟାଲରେ ପହଞ୍ଚି ଗୁରୁତର ଯୁବତୀଙ୍କୁ ପଚରାଉଚରା କରିଛି। ଏହାସହ ଇନ୍ଦିରା କଲୋନୀରେ ପହଞ୍ଚି ଛାନଭିନ ଚଳାଇଛି । ଏଯାଏ ଛୁରା ମାଡ଼ର କାରଣ ଜଣାପଡ଼ି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story