ମାଟ୍ରିକ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

କଟକ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି।  ମୋଟ ପାସ୍ ହାର ୯୦.୫୫% ରହିଥିବା ବେଳେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨, ୬୦, ୯୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି। ସେହିପରି ୨, ୫୬, ୮୭୭ ଜଣ ଛାତ୍ର ପାସ୍‌ କରିଛନ୍ତି। ସେହିପରି ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷାର୍ଥୀଙ୍କ […]

students-

students-

Tapaswini Nayak
  • Published: Wednesday, 06 July 2022
  • Updated: 06 July 2022, 04:29 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି।  ମୋଟ ପାସ୍ ହାର ୯୦.୫୫% ରହିଥିବା ବେଳେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ।

ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨, ୬୦, ୯୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି। ସେହିପରି ୨, ୫୬, ୮୭୭ ଜଣ ଛାତ୍ର ପାସ୍‌ କରିଛନ୍ତି।

ସେହିପରି ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮୬୯୯ ଜଣ ଫେଲ୍ ହୋଇଛନ୍ତି।

୧୧୭୦ଟି ସ୍କୁଲର ସମସ୍ତ ପିଲା ପାସ୍ କରିଥିବା ବେଳେ ୩ଟି ସ୍କୁଲ (ମାଲକାନଗିରିର ୨ଟି ଓ ଅନୁଗୋଳର ଗୋଟିଏ)ରେ ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି। ମାଲକାନଗିରିର ଉକ୍ତ ୨ଟି ସ୍କୁଲରୁ ମୋଟ ୨ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନୁଗୋଳର ଉକ୍ତ ସ୍କୁଲରୁ ମଧ୍ୟ ୨ଜଣ ପିଲା ପରୀକ୍ଷା ଦେଇଥିଲେ।

ଯେଉଁ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ଜୁଲାଇ ୧୧ ତାରିଖରୁ ଅନ୍‌ଲାଇନ୍‌ରେ ରିଚେକିଂ ପାଇଁ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story