ଗୀତାରାଣୀ ନାଏକ ଚମ୍ପୁଆ ଓ ମମତା ବେହେରା ବାଲିଗୁଡ଼ା ଏନଏସି ଅଧ୍ୟକ୍ଷା ନିର୍ବାଚିତ

କେନ୍ଦୁଝର/ଫୁଲବାଣୀ: ଚମ୍ପୁଆ ପୌର ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ବିଜେଡି କାଉନସିଲର ଗୀତାରାଣୀ ନାଏକ। ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି।  ପୌରାଧ୍ୟକ୍ଷ ପଦବୀ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କ ୱାର୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୀତାରାଣୀ ନାଏକ କହିଛନ୍ତି ଯେ ସେ ଚଂପୁଆର ବିଭିନ୍ନ ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି। ତେଣୁ ସେ ସହରର ବିଭିନ୍ନ ଅସୁବିଧା ଦୂର କରିବା ଦିଗରେ […]

champua-nac

champua-nac

Rakesh Mallick
  • Published: Friday, 05 February 2016
  • Updated: 05 February 2016, 10:23 AM IST

Sports

Latest News

[caption id="attachment_67075" align="alignleft" width="300"]champua-nac ଚମ୍ପୁଆ ପୌର ପରିଷଦର ନୂଆ ଅଧ୍ୟକ୍ଷ ଗୀତାରାଣୀ ନାଏକ[/caption]

କେନ୍ଦୁଝର/ଫୁଲବାଣୀ: ଚମ୍ପୁଆ ପୌର ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ବିଜେଡି କାଉନସିଲର ଗୀତାରାଣୀ ନାଏକ। ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି।  ପୌରାଧ୍ୟକ୍ଷ ପଦବୀ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କ ୱାର୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଗୀତାରାଣୀ ନାଏକ କହିଛନ୍ତି ଯେ ସେ ଚଂପୁଆର ବିଭିନ୍ନ ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି। ତେଣୁ ସେ ସହରର ବିଭିନ୍ନ ଅସୁବିଧା ଦୂର କରିବା ଦିଗରେ କାର୍ଯ୍ୟ କରିବେ।

ସେହିପରି ବାଲିଗୁଡ଼ା ଏନଏସିର ଅଧ୍ୟକ୍ଷା ହୋଇଛନ୍ତି ବିଜେଡି କାଉନସିଲର ମମତା ବେହେରା। ସେ କଂଗ୍ରେସର କୌଶଲ୍ୟା ନାୟକଙ୍କୁ ହରାଇ ଏହି ପଦବୀ ହାସଲ କରିଛନ୍ତି। ଅଧକ୍ଷ ପଦବୀ ପାଇଁ କେବଳ ଏହି ଦୁଇ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ।

୧୩ ଆସନ ବିଶିଷ୍ଟ ବାଲିଗୁଡ଼ା ଏନଏସିରେ ବିଜେଡି ୯ଟିରେ ଜିତିଥିବା ବେଳେ କଂଗ୍ରେସ ଓ ବିଜେପି ଯଥାକ୍ରମେ ୩ଟି ଓ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story