ଚଳନ୍ତା ଟ୍ରେନ୍‌ରୁ ଝାମ୍ପି ନେଲେ ୪୨ ଲକ୍ଷ ଟଙ୍କାର ସୁନା ଗହଣା

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡା ରେଳ ଷ୍ଟେସନରେ ଚାଞ୍ଚଲ୍ୟ। ହାୱାଡା-ମୁମ୍ବାଇ ମେଲ୍‌ରେ ଯାଉଥିବା ଜଣେ ସୁନା ଦୋକାନୀ କର୍ମଚାରୀଙ୍କଠୁ ୪୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ୍ ହୋଇଯାଇଛି। ଲୁଟ୍‌ରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟପୁରର ଏକ ସୁନା ଦୋକାନର କର୍ମଚାରୀ ଲକ୍ଷ୍ମୀନାରାୟଣ ଶର୍ମା। ଲକ୍ଷ୍ମୀନାରାୟଣ କୋଲକାତାରୁ ଏକ ବକ୍ସରେ ସୁନାଗହଣା ଧରି ରାୟପୁର ଅଭିମୁଖେ ଆସୁଥିଲେ। ତେବେ ଟ୍ରେନରେ ତାଙ୍କ ସିଟ୍ କନଫାର୍ମ ହୋଇନଥିବାରୁ ସେ ଗେଟ୍ ନିକଟରେ ବସିଥିଲେ। ଏହି ସମୟରେ […]

gold-loot-from-train

gold-loot-from-train

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 10:30 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡା ରେଳ ଷ୍ଟେସନରେ ଚାଞ୍ଚଲ୍ୟ। ହାୱାଡା-ମୁମ୍ବାଇ ମେଲ୍‌ରେ ଯାଉଥିବା ଜଣେ ସୁନା ଦୋକାନୀ କର୍ମଚାରୀଙ୍କଠୁ ୪୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ୍ ହୋଇଯାଇଛି। ଲୁଟ୍‌ରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟପୁରର ଏକ ସୁନା ଦୋକାନର କର୍ମଚାରୀ ଲକ୍ଷ୍ମୀନାରାୟଣ ଶର୍ମା।

ଲକ୍ଷ୍ମୀନାରାୟଣ କୋଲକାତାରୁ ଏକ ବକ୍ସରେ ସୁନାଗହଣା ଧରି ରାୟପୁର ଅଭିମୁଖେ ଆସୁଥିଲେ। ତେବେ ଟ୍ରେନରେ ତାଙ୍କ ସିଟ୍ କନଫାର୍ମ ହୋଇନଥିବାରୁ ସେ ଗେଟ୍ ନିକଟରେ ବସିଥିଲେ। ଏହି ସମୟରେ ଚଳନ୍ତା ଟ୍ରେନରେ ଦୁର୍ବୃତ୍ତ ସୁନାଗହଣା ବକ୍ସକୁ ଝାମ୍ପି ନେଇଯାଇଥିଲେ। ଲକ୍ଷ୍ମୀନାରାୟଣ ସଙ୍ଗେସଙ୍ଗେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇପାରିନଥିଲେ। ପରେ ଏନେଇ ସେ ଝାରସୁଗୁଡା ଜିଆରପିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story