ଗୋଠକେଳି ଗାଁର ୩ ଯୁବକଙ୍କୁ ହତ୍ୟା ଘଟଣାରେ ୬ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋଠକେଳି ଗାଁର ୩ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଳରାମ ବେହେରା, ମଦନ ବେହେରା, କୃଷ୍ଣ ବେହେରା, ଲୋଚନ ବେହେରା, କୁନା ବେହେରା ଓ ଦିଲ୍ଲୀପ ପରିଡ଼ା। ଏମାନେ ସମସ୍ତେ ଗଞ୍ଜ।ମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନୂଆଣପଲ୍ଲୀ ଗାଁର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଗାଁର ୩ ଜଣ ଯୁବକଙ୍କୁ ହତ୍ୟା କରି ଗତ ୨୩ ତାରିଖରେ ଲଖାରୀ […]

mohana-murder-case

mohana-murder-case

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 03:50 PM IST

Sports

Latest News

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋଠକେଳି ଗାଁର ୩ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଳରାମ ବେହେରା, ମଦନ ବେହେରା, କୃଷ୍ଣ ବେହେରା, ଲୋଚନ ବେହେରା, କୁନା ବେହେରା ଓ ଦିଲ୍ଲୀପ ପରିଡ଼ା। ଏମାନେ ସମସ୍ତେ ଗଞ୍ଜ।ମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନୂଆଣପଲ୍ଲୀ ଗାଁର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଗାଁର ୩ ଜଣ ଯୁବକଙ୍କୁ ହତ୍ୟା କରି ଗତ ୨୩ ତାରିଖରେ ଲଖାରୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ୨୬ ତାରିଖରେ ପୋଲିସ ଲଖାରୀ ଜଙ୍ଗଲରୁ ମୃତଦେହ ଗୁଡ଼ିକୁ ଠାବ କରିଥିଲା। ଏହାପରଠୁ ପୋଲିସ ଘଟଣାର ଖୋଳତାଡ଼ କରି ୬ଜଣଙ୍କୁ ଆଜି ଗିରଫ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story