ଆଜି ଇସ୍ତଫା ଦେବେ ଡିଜିପି ! ନୂଆ ଦାୟିତ୍ୱ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର.ପି. ଶର୍ମାଙ୍କ ନାଁକୁ ଚୟନ କମିଟି ସୁପାରିସ କରିଥିଲେ। ଚୟନ କମିଟିର ଏହି ସୁପାରିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହୋଇଥିବାରୁ ରାଜ୍ୟର ପୁଲିସ୍ ଡିଜି ବଦଳିବେ। ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତ କରାଯିବ। ଆଜି ଆର.ପି ଶର୍ମା ଡିଜିପି ପଦରୁ […]

R-P-Sharmaa,,,,

R-P-Sharmaa,,,,

Tapaswini Nayak
  • Published: Tuesday, 06 August 2019
  • Updated: 06 August 2019, 12:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର.ପି. ଶର୍ମାଙ୍କ ନାଁକୁ ଚୟନ କମିଟି ସୁପାରିସ କରିଥିଲେ। ଚୟନ କମିଟିର ଏହି ସୁପାରିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗ୍ରହଣ କରିଥିବା ସୂଚନା ମିଳିଛି।

ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହୋଇଥିବାରୁ ରାଜ୍ୟର ପୁଲିସ୍ ଡିଜି ବଦଳିବେ। ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତ କରାଯିବ। ଆଜି ଆର.ପି ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି। ତେବେ ରାଜ୍ୟରେ ପରବର୍ତ୍ତୀ  ଡିଜିପି କିଏ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆର.ପି. ଶର୍ମା ସ୍ୱେଚ୍ଛାକୃତ ଡିଜିପିପଦରୁ  ଅବସର ନେବାପାଇଁ  ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ବିଚାରାଧୀନ ରହିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story