ରାଜ୍ୟପାଳ ସମ୍ପୂର୍ଣ୍ଣ ସୁସ୍ଥ, ନିଜେ କରୁଛନ୍ତି ଅଫିସ୍‌ କାମ

ଭୁବନେଶ୍ୱର: ରାଜ୍ୟପାଳ ଏସସି ଜମିର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆଜି ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ରାଜଭବନ କାର୍ଯ୍ୟାଳୟ। ରାଜ୍ୟପାଳ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆପୋଲୋ ହସ୍ପିଟାଲ ଯାଇଥିଲେ ବୋଲି ରାଜଭବନ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ପ୍ରେସ୍ ରିଲିଜରେ କୁହାଯାଇଛି। ଏଥିରେ କୁହାଯାଇଛି, ରାଜ୍ୟପଳ ପୂରା ଫିଟ୍ ଅଛନ୍ତି ଏବଂ ନିଜ ଅଫିସିଆଲ କାମ କରୁଛନ୍ତି। ଗତକାଲି ଚିକିତ୍ସା ପାଇଁ ରାଜ୍ୟପାଳ ଆପୋଲୋରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଣମାଧ୍ୟମରେ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 08:24 PM IST

ଭୁବନେଶ୍ୱର: ରାଜ୍ୟପାଳ ଏସସି ଜମିର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆଜି ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ରାଜଭବନ କାର୍ଯ୍ୟାଳୟ। ରାଜ୍ୟପାଳ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆପୋଲୋ ହସ୍ପିଟାଲ ଯାଇଥିଲେ ବୋଲି ରାଜଭବନ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ପ୍ରେସ୍ ରିଲିଜରେ କୁହାଯାଇଛି।

ଏଥିରେ କୁହାଯାଇଛି, ରାଜ୍ୟପଳ ପୂରା ଫିଟ୍ ଅଛନ୍ତି ଏବଂ ନିଜ ଅଫିସିଆଲ କାମ କରୁଛନ୍ତି।

ଗତକାଲି ଚିକିତ୍ସା ପାଇଁ ରାଜ୍ୟପାଳ ଆପୋଲୋରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଣମାଧ୍ୟମରେ ହୋଇଥିବା ଚର୍ଚ୍ଚାକୁ ନେଇ ସେ ନିଜେ ସ୍ପଷ୍ଟୀକରଣ ଦେଇଥିଲେ। ଟ୍ୱିଟରରେ ଅପଲୋଡ ଏକ ଭିଡିଓରେ ରାଜ୍ୟପାଳ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ସେହିପରି ‘ୱିଇ ଦ ନାଗାସ’ ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରେ ରାଜ୍ୟପାଳଙ୍କ ଅସୁସ୍ଥ ଖବର ଗୁଜବ ବୋଲି ଟ୍ୱିଟ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story