ଆପଣ ଚାଷୀ କି ନୁହନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ପ୍ରସ୍ତୁତି ହେବ ଡାଟାବେସ୍। ସେମାନଙ୍କୁ ମିଳିବ ପରିଚୟପତ୍ର। ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍  ତିଆରି ହେବ। ଏଥିପାଇଁ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଯାଂଚ କରାଯିବ। ଯେଉଁ ଚାଷୀଙ୍କର ଏସବୁ ନାହିଁ ସେମାନଙ୍କୁ ତାହା କରିବାକୁ ପଡ଼ିବ। ପ୍ରକୃତ ହିତାଧିକାରୀଙ୍କ ନିକଟରେ ବିଭିନ୍ନ ସ୍କିମ୍‌ ଲାଭ ପହଚାଂଇବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଉ ଥିବା କୁହାଯାଉଛି । ଏହି ଡାଟାବେସ୍ ମାଧ୍ୟମରେ ଚାଷୀଙ୍କୁ ଏକ […]

farmer

farmer

Tapas Behera
  • Published: Saturday, 14 November 2020
  • Updated: 14 November 2020, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ପ୍ରସ୍ତୁତି ହେବ ଡାଟାବେସ୍। ସେମାନଙ୍କୁ ମିଳିବ ପରିଚୟପତ୍ର। ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍  ତିଆରି ହେବ। ଏଥିପାଇଁ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଯାଂଚ କରାଯିବ। ଯେଉଁ ଚାଷୀଙ୍କର ଏସବୁ ନାହିଁ ସେମାନଙ୍କୁ ତାହା କରିବାକୁ ପଡ଼ିବ। ପ୍ରକୃତ ହିତାଧିକାରୀଙ୍କ ନିକଟରେ ବିଭିନ୍ନ ସ୍କିମ୍‌ ଲାଭ ପହଚାଂଇବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଉ ଥିବା କୁହାଯାଉଛି । ଏହି ଡାଟାବେସ୍ ମାଧ୍ୟମରେ ଚାଷୀଙ୍କୁ ଏକ ପରିଚୟ ପତ୍ର ପ୍ରଦାନ କରାଯିବ । ଯେଉଁଥିରେ ଚାଷୀଙ୍କ ଠିକଣା, କେଉଁ ବର୍ଗର ଚାଷୀ ଓ କେତେ ଜମି ଚାଷ କରୁଛନ୍ତି ତାର ତଥ୍ୟ ରହିବ।

ହେଲେ ୨୦ ବର୍ଷ ପରେ ଚାଷୀଙ୍କ ପାଇଁ ଏହି ଡାଟା ବେଶ କାହିଁକି ବୋଲି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ।  ଏତେ ବର୍ଷ ଶାସନରେ ରହିବା ପରେ  କାହିଁକି ଚାଷୀଙ୍କ ସରକାରଙ୍କ ମନେ ପଡିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ କହିଛି କେବଳ ଭୋଟବ୍ୟାଙ୍କ ପାଇଁ ଏହି ଯୋଜନା କରାଯାଇଛି। ସେପଟେ ବିଜେପି କହିଛି ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story