ଦରମା ପାଇନାହାନ୍ତି ୪ ଲକ୍ଷ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି। ମାତ୍ର ଏପର୍ଯ୍ୟନ୍ତ ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ରାଜ୍ୟର ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ପରିବାର ଚଳାଇବା ପାଇଁ ନାନା ହଇରାଣ ହେଉଥିବା କହିଛନ୍ତି କିଛି କର୍ମଚାରୀ। ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆର୍‌ଏମ୍‌ଏସ୍‌)ରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ସେ କହିଛନ୍ତି-“ବଜ୍ରପାତରେ ଏଚ୍‌ଆର୍‌ଏମ୍‌ଏସ୍‌ ସର୍ଭର […]

govt employ donot got salary

govt employ donot got salary

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 09:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି। ମାତ୍ର ଏପର୍ଯ୍ୟନ୍ତ ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ରାଜ୍ୟର ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ପରିବାର ଚଳାଇବା ପାଇଁ ନାନା ହଇରାଣ ହେଉଥିବା କହିଛନ୍ତି କିଛି କର୍ମଚାରୀ। ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆର୍‌ଏମ୍‌ଏସ୍‌)ରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।

ସେ କହିଛନ୍ତି-“ବଜ୍ରପାତରେ ଏଚ୍‌ଆର୍‌ଏମ୍‌ଏସ୍‌ ସର୍ଭର ପୋଡ଼ିଯାଇଥିଲା। ଯାହାଫଳରେ ଡାଟା ଅପ୍‌ଡେଟ୍‌ ହେବାରେ ବିଳମ୍ବ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos