କୋହଳ ହେଲା ଶଟ୍‌ଡାଉନ୍‌ ନିୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଜୁନ୍‌ମାସର ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ୍ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି କେତେକ କଟକଣାକୁ କୋହଳ କରିଛନ୍ତି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଶଟଡାଉନ୍ ସମୟରେ ଯେକୌଣସି ବ୍ୟକ୍ତି ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିପାରିବେ। ସେହିଭଳି ଏଟିଏମ୍‌ ଖୋଲାରହିବ ଏବଂ ଆରବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ […]

bbsr000

bbsr000

Tapaswini Nayak
  • Published: Friday, 05 June 2020
  • Updated: 05 June 2020, 01:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଜୁନ୍‌ମାସର ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ୍ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି କେତେକ କଟକଣାକୁ କୋହଳ କରିଛନ୍ତି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

  • ଶଟଡାଉନ୍ ସମୟରେ ଯେକୌଣସି ବ୍ୟକ୍ତି ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିପାରିବେ। ସେହିଭଳି ଏଟିଏମ୍‌ ଖୋଲାରହିବ ଏବଂ ଆରବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହେବ।
  • ବିମାନ ସେବା ଅବ୍ୟାହତ ରହିବ। ରେଳଷ୍ଟେସନ,ବସ୍ ଟର୍ମିନାଲ ଓ ‌ଏଗୁଡ଼ିକ ସହିତ ଜଡ଼ିତ କାର୍ଯ୍ୟାଳୟ ଗୁଡ଼ିକ ଖୋଲା ରହିବ। ଯାତ୍ରୀମାନେ ସେଠାରୁ ୟାତାୟତ କରିପାରିବେ।
  • ସେହିପରି ସଂପୃକ୍ତ କାର୍ଯ୍ୟାଳୟ ସହିତ ଜଡ଼ିତ କର୍ମଚାରୀମାନେ ଯା’ଆସ କରିପାରିବେ। ରେଷ୍ଟୁରାଣ୍ଟ ଗୁଡ଼ିକ ଖାଦ୍ୟ ହୋମ ଡେଲିଭରି କରିପାରିବେ। ଜୋମାଟୋ ଓ ସ୍ୱିଗି ଭଳି ସଂସ୍ଥା ମଧ୍ୟ ଖାଦ୍ୟ ହୋମ ଡେଲିଭରି କରିପାରିବେ।
  • ଖବରକାଗଜ ହକରମାନେ ସକାଳ ୫ଟାରୁ ୮ଟା ଭିତରେ ପେପର ବଣ୍ଟା କାର୍ଯ୍ୟ ଶେଷ କରିବେ।
  • ଏଲ୍‌ପିଜି ବିତରଣ,ରୋଷେଇ ଗ୍ୟାସର ହୋମଡେଲିଭରି ଓ ଏସବୁ ସହିତ ଜଡ଼ିତ କାର୍ଯ୍ୟ ଜାରି ରହିବ। ଏହିସବୁ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଗାଡ଼ି ପାଇଁ କୌଣସି କଟକଣା ନାହିଁ।

ସୂଚନାଯୋଗ୍ୟ,ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ଜୁନ୍‌ମାସରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ନିୟମ ଲାଗୁହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story