ଗ୍ରାମ ସେବକଙ୍କୁ ମିଳିଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀର ମାନ୍ୟତା

ଭୁବନେଶ୍ୱର: ଗ୍ରାମ ସେବକଙ୍କୁ ମିଳିଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀର ମାନ୍ୟତା। ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଗ୍ରାମ ସେବକଙ୍କ ପଦବୀ ପରିବର୍ତ୍ତନ କରାଯାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନ୍ୟତା ଦିଆଯାଇଥିବା ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହିଭଳି ଭଲ କାମ ପାଇଁ ମନୋନୀତ ହେଉଥିବା ପଞ୍ଚାୟତକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ଯୋଗାଇ ଦେବାବେଳେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପୁରସ୍କାର ମିଳିବ।

Naveen Patnaik

Naveen Patnaik

Rakesh Mallick
  • Published: Friday, 09 October 2015
  • Updated: 09 October 2015, 12:08 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story