ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ସବୁଜ ସଂଗ୍ରାମ

ପୁରୀ(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨୦ ତାରିଖରେ ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ସବୁଜ ସଂଗ୍ରାମ। କଳକାରଖାନା ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ ଏବଂ ରାସ୍ତାକଡ଼ରୁ ହଜାର ହଜାର ଗଛ କଟାଯିବା ଦ୍ୱାରା ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱକୁ ସବୁଜମୟ କରିବା ସଙ୍କଳ୍ପ ନେଇ ଅନ୍ତର୍ଜାତୀୟ ସବୁଜ ବାହିନୀ ଅକ୍ଟୋବର ୨୦ ତାରିଖରେ ଶ୍ରୀକ୍ଷେତ୍ରରୁ ଆରମ୍ଭ କରିବ ସବୁଜ ସଂଗ୍ରାମ। ଓଡ଼ିଶାର ପ୍ରେରଣା ନେତୃତ୍ୱରେ ଓଡ଼ିଶା ଯୁବଚେତନା ସଙ୍ଗଠନ, ମିଶନ ଓଡ଼ିଶା, ନିର୍ମାଲ୍ୟ ଓ ଅଭିନନ୍ଦନିକାର […]

puri000

puri000

Tapaswini Nayak
  • Published: Friday, 18 October 2019
  • Updated: 18 October 2019, 06:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨୦ ତାରିଖରେ ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ସବୁଜ ସଂଗ୍ରାମ। କଳକାରଖାନା ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ ଏବଂ ରାସ୍ତାକଡ଼ରୁ ହଜାର ହଜାର ଗଛ କଟାଯିବା ଦ୍ୱାରା ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱକୁ ସବୁଜମୟ କରିବା ସଙ୍କଳ୍ପ ନେଇ ଅନ୍ତର୍ଜାତୀୟ ସବୁଜ ବାହିନୀ ଅକ୍ଟୋବର ୨୦ ତାରିଖରେ ଶ୍ରୀକ୍ଷେତ୍ରରୁ ଆରମ୍ଭ କରିବ ସବୁଜ ସଂଗ୍ରାମ।

ଓଡ଼ିଶାର ପ୍ରେରଣା ନେତୃତ୍ୱରେ ଓଡ଼ିଶା ଯୁବଚେତନା ସଙ୍ଗଠନ, ମିଶନ ଓଡ଼ିଶା, ନିର୍ମାଲ୍ୟ ଓ ଅଭିନନ୍ଦନିକାର ସହଯୋଗରେ ସେଦିନ ସକାଳ ୧୦ଟାରେ ସିଂହଦ୍ୱାରରୁ ମହା ସଙ୍କଳ୍ପ ନି‌ଆଯିବ। ଯେଉଁଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦୦ ସବୁଜ ବାହିନୀ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ, ଜିଲ୍ଲାପାଳ, ଏସପି, ବନଖଣ୍ଡ ଅଧିକାରୀ, ଚଳଚ୍ଚିତ୍ର ଅଭିନେତା, ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ସାହିତ୍ୟିକ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ।

ସବୁଜ ବାହିନୀ ପକ୍ଷରୁ ବୃକ୍ଷରୋପଣ କରାଯିବ। ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story