ଘରେ ପଶି ହାଣିଲେ, ଗୁଳି ଫୁଟାଇଲେ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ବିଳମ୍ବିତ ରାତିରେ ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡାରେ ହାଣିଲେ। ପୁଲିସକୁ ନ ଜଣାଇବା ପାଇଁ ଧମକ ଦେଇ ତିନି ରାଉଣ୍ତ ଫାଙ୍କା ଗୁଳି ଚାଳନା କରି ଚମ୍ପଟ ମାରିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗାଁରେ। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୧୦ରୁ ୨୦ଜଣ ଦୁର୍ବୃତ୍ତ ଆଇତିପୁର […]

attack-1

attack-1

Tapaswini Nayak
  • Published: Friday, 07 October 2022
  • Updated: 07 October 2022, 04:09 PM IST

Sports

Latest News

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ବିଳମ୍ବିତ ରାତିରେ ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡାରେ ହାଣିଲେ। ପୁଲିସକୁ ନ ଜଣାଇବା ପାଇଁ ଧମକ ଦେଇ ତିନି ରାଉଣ୍ତ ଫାଙ୍କା ଗୁଳି ଚାଳନା କରି ଚମ୍ପଟ ମାରିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗାଁରେ। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ୧୦ରୁ ୨୦ଜଣ ଦୁର୍ବୃତ୍ତ ଆଇତିପୁର ଗାଁର ରମେଶ ପଲେଇଙ୍କ ଘରେ ପଶି ବିଭିନ୍ନ ଅଶ୍ଲିଳ ଭାସାରେ ଗାଳି ଗୁଲଜ କରିଥିଲେ। ପରେ ଖଣ୍ଡାରେ ରମେଶଙ୍କୁ ଆକ୍ରମଣ କରିଥିଲେ। ରମେଶଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଦୁର୍ବୃତ୍ତଙ୍କ କବଳରୁ ବଞ୍ଚାଇବାକୁ ଯାଇ ନିଜେ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ରମେଶଙ୍କ ସହିତ ଝିଅ ସାଗରିକା ପ୍ରଧାନ, ବୋହୂ ଲଳିତା ପଲେଇ ଓ ଭାଇ ବୋହୂ ବିଜ୍ଞାନୀ ପଲେଇ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଯୁବକମାନେ ଏବିଷୟରେ ପୁଲିସକୁ ନ ଜଣାଇବା ପାଇଁ ଧମକ ଦେଇଥିଲେ। ପରେ ତିନି ରାଉଣ୍ତ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ୪ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ଏନେଇ ପରିବାର ପରିବାର ଲୋକେ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଯୁବକଙ୍କୁ ଆଜି ସକାଳେ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story