ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଫିଲ୍ମ ଷ୍ଟାଇଲରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଚାରି ଜଣ ଯୁବକ। ଏଭଳି  ଘଟଣା ଘଟିଛି ବଲାଙ୍ଗିର ସହର ମାଳପଡାର ମେଟାକାନୀ ଛକ ନିକଟରେ। ଆହତ ଯୁବକ ଜଣଙ୍କ ହେଲେ ପିକୁନ ଦଣ୍ଡସେନା। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିକୁନ ଇଚ୍ଛାପଡ଼ାର ବାସିନ୍ଦା। ମିଳିଥିବା ସୂଚନା ଅନୁଚସାରେ, ଗତକାଲି ପିକୁନ ଓ ଅନ୍ୟ ଚାରି ଜଣ ଯୁବକଙ୍କର କୌଣସି କଥାକୁ ନେଇ ମାଳପଡାର ମେଟାକାନୀ ଛକ ନିକଟରେ ବଚସା […]

Murder

Murder

Tapaswini Nayak
  • Published: Saturday, 22 January 2022
  • Updated: 22 January 2022, 04:31 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଫିଲ୍ମ ଷ୍ଟାଇଲରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଚାରି ଜଣ ଯୁବକ। ଏଭଳି  ଘଟଣା ଘଟିଛି ବଲାଙ୍ଗିର ସହର ମାଳପଡାର ମେଟାକାନୀ ଛକ ନିକଟରେ। ଆହତ ଯୁବକ ଜଣଙ୍କ ହେଲେ ପିକୁନ ଦଣ୍ଡସେନା। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିକୁନ ଇଚ୍ଛାପଡ଼ାର ବାସିନ୍ଦା।

ମିଳିଥିବା ସୂଚନା ଅନୁଚସାରେ, ଗତକାଲି ପିକୁନ ଓ ଅନ୍ୟ ଚାରି ଜଣ ଯୁବକଙ୍କର କୌଣସି କଥାକୁ ନେଇ ମାଳପଡାର ମେଟାକାନୀ ଛକ ନିକଟରେ ବଚସା ହୋଇଥିଲା। ପରେ ଏହି ଚାରି ଜଣ ଯୁବକ ପିକୁନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପିକୁନକୁ ବୁର୍ଲା ଭୀମସାର ପଠାଯାଇଛି।

ଆକ୍ରମଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।  ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ବଲାଙ୍ଗିର ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story