ଜିଏସ୍‌ଟି ବିଲ ପାସ୍‌ ପାଇଁ ଆସନ୍ତାକାଲି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଜିଏସ୍‌ଟି ବିଲ୍‌କୁ ଅନୁମୋଦନ ପାଇଁ ଆସନ୍ତାକାଲି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଗୃହରେ ଏକ ପ୍ରସ୍ତାବ ଆଗତ କରିବେ। ସବୁ ଦଳର ବିଧାୟକ ଏସମ୍ପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରିବେ। ଜିଏସ୍‌ଡି ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି। ତେବେ  ଏହା ସମ୍ବିଧାନ ସଂଶୋଧିନ ବିଲ୍ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତି କମ୍‌ରେ ୫୦ ପ୍ରତିଶତ ରାଜ୍ୟଙ୍କ ସହମିତି ଆବଶ୍ୟକ।ସେ ଦୃଷ୍ଟିର ଆସନ୍ତାକାଲି ଓଡ଼ିଶା […]

Special-session-on-GST-Bill-newsx

Special-session-on-GST-Bill-newsx

Rakesh Mallick
  • Published: Wednesday, 31 August 2016
  • Updated: 01 September 2016, 07:28 AM IST

bidansabhaଭୁବନେଶ୍ୱର: ଜିଏସ୍‌ଟି ବିଲ୍‌କୁ ଅନୁମୋଦନ ପାଇଁ ଆସନ୍ତାକାଲି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଗୃହରେ ଏକ ପ୍ରସ୍ତାବ ଆଗତ କରିବେ। ସବୁ ଦଳର ବିଧାୟକ ଏସମ୍ପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରିବେ।

ଜିଏସ୍‌ଡି ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି। ତେବେ  ଏହା ସମ୍ବିଧାନ ସଂଶୋଧିନ ବିଲ୍ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତି କମ୍‌ରେ ୫୦ ପ୍ରତିଶତ ରାଜ୍ୟଙ୍କ ସହମିତି ଆବଶ୍ୟକ।ସେ ଦୃଷ୍ଟିର ଆସନ୍ତାକାଲି ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।

ଜିଏସ୍‌ଟି ବିଲକୁ ବିଜେଡି ଓ କଂଗ୍ରେସ ପାର୍ଲାମେଣ୍ଟରେ ସମର୍ଥନ କରିଥିଲେ। କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହି ବିଲ୍ ଆଣିଥିବାରୁ ବିଧାନସଭାରେ ଏହାକୁ ଅନୁମୋଦନ ମିଳିବାରେ ପ୍ରତିବନ୍ଧକ ନାହିଁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,‘‘ଆସନ୍ତାକାଲି ବିଧିବ୍ୟବସ୍ଥା ଅନୁସାରେ ଜିଏସ୍‌ଟି ବିଲ୍‌ ସମ୍ପର୍କିତ ଆଲୋଚନା ହେବ। ସବୁ ଦଳ ଏସମ୍ପର୍କରେ ନିଜ ମତାମତ ଦେବେ। ତା’ପରେ ଯାହା ପ୍ରସ୍ତାବ ପାସ୍‌ ହେବ ତାହା କେନ୍ଦ୍ର ସରକାର ଓ ପାର୍ଲାମେଣ୍ଟକୁ ଜଣାଇ ଦିଆଯିବ।”

ବିଜେଡି ବିଧାୟିକା ରାଧାରଣୀ ପଣ୍ଡା କହିଛନ୍ତି,“ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ ଅଧିବେଶନରେ ଜିଏସ୍‌ଟି ବିଲ୍‌ ପାରିତ ହେଲେ ଲୋକ ଉପକୃତ ହେବେ। ଆମେ ଆଶା କରୁଛୁ ଏହା ବିଧାନସଭାରେ ପାରିତ ହେବ।”

ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଜିଏସ୍‌ଟି ବିଲ୍‌ ଉପରେ ଆଲୋଚନା ହେବ। ଆମେ ଲୋକସଭାରେ ଏହି ବିଲ୍‌ ପାସ ନେଇ ସହଯୋଗ କରିଛୁ ବିଧାନସଭାରେ ମଧ୍ୟ ସହଯୋଗ କରିବୁ। ଏଥିରେ ସନ୍ଦେହ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story