ଜିଏସ୍‌ଟି ମାଡ଼: ଜୁଲାଇରୁ ମହଙ୍ଗା ହେବ ବ୍ୟାଙ୍କିଙ୍ଗ ଓ ଇନ୍‌ସ୍ୟୁରାନ୍ସ ସେବା

ଭୁବନେଶ୍ୱର: ମହଙ୍ଗା ହେବ ବ୍ୟାଙ୍କିଙ୍ଗ ଓ ଇନସୁରାନସ୍ ସେବା। ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେଉଥିବାରୁ ଏସବୁ କ୍ଷେତ୍ରରେ ୩ ପ୍ରତିଶତ ସେବା କର ବଢ଼ିବ। ତେଣୁ ଗ୍ରାହକଙ୍କୁ ଅତିରିକ୍ତ ବୋଝ ସହିବାକୁ ପଡ଼ିପାରେ। ସେହିପରି କିଛି କ୍ଷେତ୍ରରେ ସେବା ମଧ୍ୟ ମହଙ୍ଗା ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଜଣେ ଗ୍ରାହକ କୌଣସି ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ନେଲେ ଏ ବାବଦକୁ ଥିବା ପ୍ରୋସେସିଙ୍ଗ ଫି’ ଏଣିକି ଅଧିକା ୩ ପ୍ରତିଶତ […]

gst2

gst2

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 10:20 PM IST

Sports

Latest News

ଭୁବନେଶ୍ୱର: ମହଙ୍ଗା ହେବ ବ୍ୟାଙ୍କିଙ୍ଗ ଓ ଇନସୁରାନସ୍ ସେବା। ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେଉଥିବାରୁ ଏସବୁ କ୍ଷେତ୍ରରେ ୩ ପ୍ରତିଶତ ସେବା କର ବଢ଼ିବ। ତେଣୁ ଗ୍ରାହକଙ୍କୁ ଅତିରିକ୍ତ ବୋଝ ସହିବାକୁ ପଡ଼ିପାରେ। ସେହିପରି କିଛି କ୍ଷେତ୍ରରେ ସେବା ମଧ୍ୟ ମହଙ୍ଗା ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଜଣେ ଗ୍ରାହକ କୌଣସି ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ନେଲେ ଏ ବାବଦକୁ ଥିବା ପ୍ରୋସେସିଙ୍ଗ ଫି’ ଏଣିକି ଅଧିକା ୩ ପ୍ରତିଶତ ଦେବାକୁ ପଡିବ। ଯଦି ବ୍ୟାଙ୍କରେ ପ୍ରୋସେସିଂ ଫି ୨୦୦୦ ଟଙ୍କା ଥାଏ, ତେବେ ଗ୍ରାହକଙ୍କୁ ୧୫ ପ୍ରତିଶତ ସେବା କର ହିସାବରେ ୩୦୦ ଟଙ୍କା ସହିତ ମୋଟ୍‌ ୨୩୦୦ ଟଙ୍କା ଦେବାକୁ ପଡ଼ୁଛି। ତେବେ ଜିଏସଟି ନିୟମ ଅନୁସାରେ ଏଣିକି ଅଧିକ ତିନି ପ୍ରତିଶତ ଅର୍ଥାତ୍ ୨୩୦୦ ବଦଳରେ ୨୩୬୦ ଟଙ୍କା ଦେବାକୁ ପଡିବ। ସେହିପରି ଏଟିଏମ୍‌ ସର୍ଭିସ, ନଗଦ ଟଙ୍କା ଉଠାଇବା କ୍ଷେତ୍ରରେ ଥିବା ଲିମିଟେସନ୍ ଠାରୁ ଅଧିକା ବ୍ୟବହାର ହେଲେ ଅଧିକ ୩ ପ୍ରତିଶତ ସେବାକର ଗ୍ରାହକ ଦେବାକୁ ବାଧ୍ୟ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏହି ପରିମାଣ ଭିନ୍ନ ଭିନ୍ନ ରହିଛି।

ଜୀବନ ବୀମା ଓ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ମଧ୍ୟ ପ୍ରିମିୟମ ରାଶି ମହଙ୍ଗା ହେବାକୁ ଯାଉଛି। ବୀମା ବାବଦକୁ ବାର୍ଷିକ ୧୦,୦୦୦ ଟଙ୍କା ପୈଠ କରୁଥିବା ଗ୍ରାହକ ଏବେ ସେବା କର ବାବଦକୁ ୧୫୦୦ ଟଙ୍କା ଦେଉଛନ୍ତି। ତେବେ ଜିଏସଟି ଲାଗୁ ହେଲେ ୧୮୦୦ ଟଙ୍କା ଦେବାକୁ ପଡିବ। ସେହିପରି ଏଣ୍ଡୋମେଣ୍ଟ, ମନି ବ୍ୟାକ, ହୋଲ ଲାଇଫ୍ ଇନସ୍ୟୁରାନ୍ସ କ୍ଷେତ୍ରରେ ପ୍ରଥମ ବର୍ଷ ସେବା କର ଏବେ ୩.୭୫ ପ୍ରତିଶତ ଥିବା ବେଳେ ଜୁଲାଇରୁ ଏହା ୪.୫ ପ୍ରତିଶତକୁ ବୃଦ୍ଧି ପାଇବ। ବାର୍ଷିକ ୧୦,୦୦୦ ଟଙ୍କା ପ୍ରିମୟମ ଦେଉଥିବା ଗ୍ରାହକ ସେବାକର ବାବଦକୁ ୩୭୫ ଟଙ୍କା ବଦଳରେ ୪୫୦ ଟଙ୍କା ଦେବାକୁ ପଡିବ।

ସେହପରି ଋଣ କିସ୍ତି ଏବଂ ଯାନବାହାନ ଇନଷ୍ଟଲମେଣ୍ଟରେ ନେଉଥିବା ଗ୍ରାହକଙ୍କ ପାଇଁ ମଧ୍ୟ ଏଣିକି ପ୍ରୋସେସିଂ ଫି ମହଙ୍ଗା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story