ରାଉରକେଲାରେ ଜିଏସ୍‌ଟି ରେଡ୍, ୩ ଅଟକ

ରାଉରକେଲା(ଓଡ଼ିଶା ରିପୋର୍ଟର): ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଉରକେଲା ସହରର ତିନୋଟି ସ୍ଥାନରେ ଆଜି ଚଢ଼ଉ କରାଯାଇଛି। ରାଉରକେଲା-ଝାରୁସୁଗୁଡ଼ା-ସମ୍ବଲପୁର ଜିଏସଟି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ମିଳିତ ଉଦ୍ୟମରେ ସହରର ଉଦିତ ନଗର, ଛେଣ୍ଡ ଓ ସିଭିଲ୍‌ ଟାଉନସିପ୍‌ ଆଦି ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା। ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ରାଉରକେଲା ସରକାରୀ ହସ୍‌ପିଟାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।     

rourkela,,,

rourkela,,,

Tapaswini Nayak
  • Published: Friday, 25 October 2019
  • Updated: 25 October 2019, 12:52 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଉରକେଲା ସହରର ତିନୋଟି ସ୍ଥାନରେ ଆଜି ଚଢ଼ଉ କରାଯାଇଛି। ରାଉରକେଲା-ଝାରୁସୁଗୁଡ଼ା-ସମ୍ବଲପୁର ଜିଏସଟି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ମିଳିତ ଉଦ୍ୟମରେ ସହରର ଉଦିତ ନଗର, ଛେଣ୍ଡ ଓ ସିଭିଲ୍‌ ଟାଉନସିପ୍‌ ଆଦି ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା।

ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ରାଉରକେଲା ସରକାରୀ ହସ୍‌ପିଟାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story