କଟକ ଟ୍ରେନ୍ ଦୁର୍ଘଟଣା: ଫେରାର ଗାର୍ଡ ଗିରଫ

ଭୁବନେଶ୍ୱର: କଟକ କାଠଯୋଡ଼ି ଷ୍ଟେସନ୍‌ରେ ଟ୍ରେନ୍ ଦୁର୍ଘଟଣା ମାମଲାରେ ଫେରାର ଗାର୍ଡ ଜଳଧର ବେହେରାଙ୍କୁ ଆଜି ଜିଆର୍‌ପି ଗିରଫ କରିଛି। ତାଙ୍କୁ ପୂର୍ବତଟ ରେଳବାଇର ମୁଖ୍ୟାଳୟରୁ ଗିରଫ କରାଯାଇଛି। ଡିଏସ୍‌ପିଙ୍କ ନେତୃତ୍ୱରେ ଚଢ଼ାଉ ସମୟରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ଆଜିଠାରୁ କଟକରେ ରେଳ ସୁରକ୍ଷା ଆୟୁକ୍ତ ସୁଦର୍ଶନ ନାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆଜି ୧୨ ଜଣ ସାକ୍ଷୀ ଓ ୬ ଜଣ ଆହତଙ୍କ ବୟାନ ରେକର୍ଡ କରିଥିଲେ ଆୟୁକ୍ତ। ଆଜିର […]

train-3

train-3

Rakesh Mallick
  • Published: Monday, 03 October 2016
  • Updated: 03 October 2016, 10:58 PM IST

Sports

Latest News

ଭୁବନେଶ୍ୱର: କଟକ କାଠଯୋଡ଼ି ଷ୍ଟେସନ୍‌ରେ ଟ୍ରେନ୍ ଦୁର୍ଘଟଣା ମାମଲାରେ ଫେରାର ଗାର୍ଡ ଜଳଧର ବେହେରାଙ୍କୁ ଆଜି ଜିଆର୍‌ପି ଗିରଫ କରିଛି। ତାଙ୍କୁ ପୂର୍ବତଟ ରେଳବାଇର ମୁଖ୍ୟାଳୟରୁ ଗିରଫ କରାଯାଇଛି। ଡିଏସ୍‌ପିଙ୍କ ନେତୃତ୍ୱରେ ଚଢ଼ାଉ ସମୟରେ ତାଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ଆଜିଠାରୁ କଟକରେ ରେଳ ସୁରକ୍ଷା ଆୟୁକ୍ତ ସୁଦର୍ଶନ ନାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆଜି ୧୨ ଜଣ ସାକ୍ଷୀ ଓ ୬ ଜଣ ଆହତଙ୍କ ବୟାନ ରେକର୍ଡ କରିଥିଲେ ଆୟୁକ୍ତ।

ଆଜିର ତଦନ୍ତ ଶୁଣାଣି ଶେଷ ହେବା ପରେ ରେଳ ସୁରକ୍ଷା ଆୟୁକ୍ତ କହିଥିଲେ,“ଆଜି ଟ୍ରେନ୍‌ର ୨ ଜଣ ଡ୍ରାଇଭରଙ୍କ ସହିତ ଜଣେ ଗାର୍ଡଙ୍କୁ ନୋଟିସ୍ କରାଯାଇଥିଲା। କିନ୍ତୁ ସେମାନେ ଆସିଲେ ନାହିଁ। ସେମାନଙ୍କୁ ପୁଣି ନୋଟିସ୍ କରାଯିବ। ମାସେ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦିଆଯିବ।”

ସେ କହିଥିଲେ,“ଏହି ଦୁର୍ଘଟଣାର ତଦନ୍ତ ମୁଖ୍ୟତଃ ତିନୋଟି ଦିଗକୁ ନେଇ କରାଯାଉଛି। ସିଗ୍ନାଲ, ଟେକ୍ନିକାଲ୍ ଓ ମନୁଷ୍ୟକୃତ ତ୍ରୁଟିକୁ ନେଇ ତଦନ୍ତ କରାଯାଉଛି।”

ଗତ ୨୯ ତାରିଖରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର କଟକର କାଠଯୋଡ଼ି ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଓ ୩୦ରୁ ଅଧିକ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story