ବନ୍ଧୁକ ମୁନରେ ଓଟିଭି ସାମ୍ୱାଦିକଙ୍କୁ ଲୁଟିଲେ ଦୁଇ ଦୁର୍ବୃତ୍ତ

ଭୁବନେଶ୍ୱର: ଜାତୀୟ ରାଜପଥର-୫ ହଂସପାଳ ନିକଟସ୍ଥ ହାଇୱେ ହୋଣ୍ଡା ଶୋ’ ରୁମ୍‌ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଓଟିଭି ସାମ୍ୱାଦିକ ବିକ୍ରମ ଜେନାଙ୍କ ବାଇକ୍‌, ମୋବାଇଲ, ମନିପର୍ସ, ସୁନା ହାର ଓ ମୁଦି ପ୍ରମୁଖ ଲୁଟି ନେଇଛନ୍ତି। ଏ ନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନରେ ବିକ୍ରମ ପାହାଳରୁ ଫେରୁଥିବା ବେଳେ ହାଇୱେ ହୋଣ୍ଡା ଶୋ’ ରୁମ୍‌ ପାଖରେ ଦୁଇ ଜଣ ଦୁର୍ବୃତ୍ତ […]

loot

loot

Rakesh Mallick
  • Published: Saturday, 03 December 2016
  • Updated: 04 December 2016, 07:06 AM IST

loot_otvଭୁବନେଶ୍ୱର: ଜାତୀୟ ରାଜପଥର-୫ ହଂସପାଳ ନିକଟସ୍ଥ ହାଇୱେ ହୋଣ୍ଡା ଶୋ’ ରୁମ୍‌ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଓଟିଭି ସାମ୍ୱାଦିକ ବିକ୍ରମ ଜେନାଙ୍କ ବାଇକ୍‌, ମୋବାଇଲ, ମନିପର୍ସ, ସୁନା ହାର ଓ ମୁଦି ପ୍ରମୁଖ ଲୁଟି ନେଇଛନ୍ତି। ଏ ନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆଜି ଅପରାହ୍ନରେ ବିକ୍ରମ ପାହାଳରୁ ଫେରୁଥିବା ବେଳେ ହାଇୱେ ହୋଣ୍ଡା ଶୋ’ ରୁମ୍‌ ପାଖରେ ଦୁଇ ଜଣ ଦୁର୍ବୃତ୍ତ ନାଲି ରଙ୍ଗର ସିବିଜେଡ୍‌ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ପାଖରେ ଯାହା ଥିଲା ମାଗିଥିଲେ। ମାତ୍ର ବିକ୍ରମ ରାଜି ନ ହେବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ମାରିଦେବାକୁ ଧମକ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାଇକ୍‌, ମୋବାଇଲ, ମନିପର୍ସ, ପିନ୍ଧିଥିବା ସୁନା ହାର ଓ ମୁଦି ନେଇ ଚମ୍ପଟ୍‌ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story