ଡାକ୍ତରଖାନାରେ ପ୍ରସୂତିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ନରସିଂହ ପୂଜାରୀଙ୍କୁ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ, ବିଷମକଟକ ଅଞ୍ଚଳର ନାଗ(ଛଦ୍ମନାମ) ନାମକ ଜଣେ ଗର୍ଭବତୀ ମହିଳା ଦୁଇ ଦିନ ତଳେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରସବ ପରେ ସେଠାରେ ତାଙ୍କର ଚିକିତ୍ସିତ ଚାଲିଥିଲା। ଏହି ସମୟରେ ନରସିଂହ ତାଙ୍କ(ନାଗ) ପାଖକୁ ଆସି ଦୁର୍ବ୍ୟବହାର କରିଥିବା […]

gunupur medical

gunupur medical

Rakesh Mallick
  • Published: Sunday, 18 June 2017
  • Updated: 18 June 2017, 05:11 PM IST

Sports

Latest News

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ନରସିଂହ ପୂଜାରୀଙ୍କୁ ଗିରଫ କରିଛି।

ଅଭିଯୋଗରୁ ପ୍ରକାଶ, ବିଷମକଟକ ଅଞ୍ଚଳର ନାଗ(ଛଦ୍ମନାମ) ନାମକ ଜଣେ ଗର୍ଭବତୀ ମହିଳା ଦୁଇ ଦିନ ତଳେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରସବ ପରେ ସେଠାରେ ତାଙ୍କର ଚିକିତ୍ସିତ ଚାଲିଥିଲା। ଏହି ସମୟରେ ନରସିଂହ ତାଙ୍କ(ନାଗ) ପାଖକୁ ଆସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ନରସିଂହ ଡାକ୍ତର ବୋଲି ଭାବି ପ୍ରଥମେ ବନିତା ଚୁପ୍‌ ରହିଥିଲେ। ତେବେ ସେ ଡାକ୍ତର ନୁହେଁ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ନରସିଂହଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos