ଗୁଣପୁର: ରେଳ ଧାରଣାରୁ ମୁଣ୍ଡ ବିହୀନ ମୃତଦେହ ଠାବ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ରେଲୱେ ଷ୍ଟେସନ୍‌ ରେଳ ଧାରଣାରୁ ଆଜି ସକାଳେ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।  ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଜିଆରପି ପୋଲିସ୍ ପହଞ୍ଚି ନ ଥିଲା।