୨୬ରେ ଉଦ୍‌ଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆସନ୍ତା ୨୬ ତାରିଖରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ସଭାପତି ତଥା ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀ। ଗତ ୧୮ ତାରିଖରେ ଏହି ସେତୁ ଉଦ୍‌ଘାଟନ ହେବା ନେଇ ସ୍ଥିର ହୋଇଥିଲା। ତେବେ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାସହ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୩୦୦ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]

CENTRAL-ROAD-RESEARCH-INSTITUTE

CENTRAL-ROAD-RESEARCH-INSTITUTE

Rakesh Mallick
  • Published: Monday, 23 July 2018
  • Updated: 23 July 2018, 01:54 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆସନ୍ତା ୨୬ ତାରିଖରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ସଭାପତି ତଥା ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀ।

ଗତ ୧୮ ତାରିଖରେ ଏହି ସେତୁ ଉଦ୍‌ଘାଟନ ହେବା ନେଇ ସ୍ଥିର ହୋଇଥିଲା। ତେବେ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।

ଏହାସହ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୩୦୦ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସେହିଦିନ ଚିତ୍ରକୋଣ୍ଡା ବନ୍ଦ ଡାକରା  ଦିଆଯାଇଛି।

https://www.youtube.com/watch?v=4a22KR5iZeA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story