ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ: କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାମଣି ସାମନ୍ତରା। ତାଙ୍କ ଘର ବ୍ରହ୍ମଗିରିର ଖଟପିରିଙ୍ଗିରେ। ଗତକାଲି ରାତିରେ ରାଧାମଣି ହଠାତ ଅସୁସ୍ଥ ହୋଇଯାଇଥିଲେ।  ଏହାପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।  ସେ ନରେନ୍ଦ୍ର କୋଣ ନିକଟ ଏକ ଭଡ଼ା ଘରେ ରହୁଥିଲେ।

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 12:48 PM IST

Sports

Latest News

ପୁରୀ: କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାମଣି ସାମନ୍ତରା। ତାଙ୍କ ଘର ବ୍ରହ୍ମଗିରିର ଖଟପିରିଙ୍ଗିରେ। ଗତକାଲି ରାତିରେ ରାଧାମଣି ହଠାତ ଅସୁସ୍ଥ ହୋଇଯାଇଥିଲେ।  ଏହାପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।  ସେ ନରେନ୍ଦ୍ର କୋଣ ନିକଟ ଏକ ଭଡ଼ା ଘରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos