ଶ୍ରୀମନ୍ଦିରରେ ପୁଲିସର ଗୁଣ୍ଡାଗିର, ହବିଷିଆଳୀଙ୍କ ମୁଣ୍ଡ ଫଟାଇ ଦେଲା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଗୁଣ୍ଡାଗିରି କରିବାକୁ ପଛାଇ ନାହିଁ ପୁଲିସ। ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ହବିଷିଆଳୀଙ୍କୁ ତଳେ ପକେଇ ମୁଣ୍ଡ ଫଟାଇ ଦେଇଛି। ମହିଳା ଜଣଙ୍କ ହେଲେ ମାଧୁରୀ ଦାଶ। ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାଯାଇଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଧୁରୀ କାର୍ତ୍ତିକ ବ୍ରତ ପାଳନ ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀ ଶିବିରରେ ରହୁଥିଲେ। ସେ ସରକାରଙ୍କ […]

puri

puri

Tapaswini Nayak
  • Published: Monday, 07 November 2022
  • Updated: 07 November 2022, 10:39 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଗୁଣ୍ଡାଗିରି କରିବାକୁ ପଛାଇ ନାହିଁ ପୁଲିସ। ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ହବିଷିଆଳୀଙ୍କୁ ତଳେ ପକେଇ ମୁଣ୍ଡ ଫଟାଇ ଦେଇଛି। ମହିଳା ଜଣଙ୍କ ହେଲେ ମାଧୁରୀ ଦାଶ। ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାଯାଇଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାଧୁରୀ କାର୍ତ୍ତିକ ବ୍ରତ ପାଳନ ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀ ଶିବିରରେ ରହୁଥିଲେ। ସେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା  କରାଯାଇଥିବା ହବିଷିଆଳୀଙ୍କ ଶିବିରରେ ରହୁ ନଥିଲେ। ଆଜି ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୁଲିସ ଅଟକାଇଥିଲା। ଏନଇ ମାଧୁରୀ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଠେଲି ଦେଇଥିଲା। ମାଧୁରୀ ତଳେ ପଡ଼ିଯାଇଥିଲେ, ତାଙ୍କ ମୁଣ୍ଡ ଫାଟିଯାଇଥିଲା। ମାଧୁରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇଯାଇନାହିଁ।

ଅନେକ ଶ୍ରଦ୍ଧାଳୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାପରେ ଶ୍ରୀମନ୍ଦିରର ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହବିଷିଆଳୀଙ୍କ ଉପରେ ପୁଲିସର ଏପରି ଜୁଲମକୁ ଚାରିଆଡ଼େ ନିନ୍ଦା କରାଯାଇଛି।

ପୁରୀ ଏସ୍‌ପି କହିଛନ୍ତି,  ମୁଁ  ମେଡିକାଲ ଯାଇ ଆହତ ହବିଷିଆଳୀଙ୍କୁ ଭେଟି ଆସିଛି। ଏହି ଘଟଣାରେ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, କ’ଣ ପାଇଁ ଏପରି ଘଟିଲା ତାର ତଦନ୍ତ କରାଯାଉଛି। ଜଣେ ଅତିରିକ୍ତ ଏସ୍‌ପି ଏହାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story