ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା, ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ ବୋଲି କୁହାଯାଇଛି। ତେବେ ଏହା ସତ୍ତ୍ୱେ ତାତିରୁ ରକ୍ଷା ମିଳିବ ନାହିଁ। ୧୯ ଓ ୨୦ ତାରିଖରୁ ପୁଣି ତାତି ବଢ଼ିବ।

hailstones

hailstones

Rakesh Mallick
  • Published: Monday, 17 April 2017
  • Updated: 17 April 2017, 05:15 PM IST

Sports

Latest News

ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବର୍ଷା ସମୟରେ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ ବୋଲି କୁହାଯାଇଛି।

ତେବେ ଏହା ସତ୍ତ୍ୱେ ତାତିରୁ ରକ୍ଷା ମିଳିବ ନାହିଁ। ୧୯ ଓ ୨୦ ତାରିଖରୁ ପୁଣି ତାତି ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos