ଦ୍ୱିତୀୟ ପର୍ଯ୍ୟାୟରେ ବି ହୋଇପାରିଲାନି ରୋଜଭ୍ୟାଲି ସମ୍ପତ୍ତିର ଇ-ନିଲାମି

କଟକ: ରୋଜଭ୍ୟାଲି ଚିଟ୍‌ଫଣ୍ଡ କମ୍ପାନୀ ସମ୍ପତ୍ତିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଇ-ନିଲାମ ଆଜି ଶେଷ ହୋଇଛି। ତେବେ ପୂର୍ବଥର ପରି ଆଜି ବି କୌଣସି ବିଡର ଭାଗ ନେଇନାହାନ୍ତି। ରୋଜଭ୍ୟାଲିର ପାହାଳ ନିକଟରେ ଥିବା ୪ଟି ପ୍ଲାଟ୍‌ ଓ ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ୍‌ରେ ଥିବା ୪୫ ଡିସିମିଲ ଜମିର ଆଜି ଦ୍ୱିତୀୟ ପର୍ଯ୍ୟାୟ ଇ-ନିଲାମି ଦିନ ୧୦ଟା ବେଳେ କରାଯାଇଥିଲା। ଦିନ ୩ଟା ବେଳ ପର୍ଯ୍ୟନ୍ତ ବିଡିଂ ପାଇଁ ସମୟ ସୀମା ଥିଲା। ତେବେ […]

rosevally

rosevally

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 03:32 PM IST

Sports

Latest News

rose valleyକଟକ: ରୋଜଭ୍ୟାଲି ଚିଟ୍‌ଫଣ୍ଡ କମ୍ପାନୀ ସମ୍ପତ୍ତିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଇ-ନିଲାମ ଆଜି ଶେଷ ହୋଇଛି। ତେବେ ପୂର୍ବଥର ପରି ଆଜି ବି କୌଣସି ବିଡର ଭାଗ ନେଇନାହାନ୍ତି।

ରୋଜଭ୍ୟାଲିର ପାହାଳ ନିକଟରେ ଥିବା ୪ଟି ପ୍ଲାଟ୍‌ ଓ ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ୍‌ରେ ଥିବା ୪୫ ଡିସିମିଲ ଜମିର ଆଜି ଦ୍ୱିତୀୟ ପର୍ଯ୍ୟାୟ ଇ-ନିଲାମି ଦିନ ୧୦ଟା ବେଳେ କରାଯାଇଥିଲା। ଦିନ ୩ଟା ବେଳ ପର୍ଯ୍ୟନ୍ତ ବିଡିଂ ପାଇଁ ସମୟ ସୀମା ଥିଲା। ତେବେ କେହି ବିଡର ଏହି ଇ-ନିଲାମିରେ ଭାଗ ନେଇ ନ ଥିଲେ।

କଟକ ଏଡିଏମ୍‌ ବିଭୂତି ଭୂଷଣ ଦାସ କହିଛନ୍ତି,“ ଇ-ନିଲାମି ପକ୍ରିୟାରେ ଆଜିବି କୌଣସି ବିଡର ଭାଗ ନେଇ ନ ଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ହୋଇପାରିନାହିଁ। ଏନେଇ ଏହି ସଂସ୍ଥା ଗୁଡିକର ଯେଉଁ ଜିଲ୍ଲାରେ ସମ୍ପତ୍ତି ରହିଛି ସେହି ଜିଲ୍ଲାର ପ୍ରଶାସନ ନିକଟକୁ ସମ୍ପତ୍ତିର ମୂଲ୍ୟ ପୁନଃନିର୍ଦ୍ଧାରଣ ପାଇ ପଠାଯିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।”

ସେହିପରି ଆସନ୍ତା ୧୬,୧୭ ଓ ୧୮ ତାରିଖରେ ଅନ୍ୟ ଚିଟ୍‌ଫଣ୍ଡ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା, ଗୋଲଡେନ୍‌ ଲାଣ୍ଡ ଡେଭଲପର ଓ ଆସ୍ଥା ଇଣ୍ଟରନ୍ୟାସନାଲର ସମ୍ପତ୍ତିର ଇ-ଅକ୍ସନ କରାଯିବାକୁ ସ୍ଥିର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story