ଝୁଲନ୍ତା ଅବସ୍ଥାରେ ମିଳିଲା ଶିବାନୀଙ୍କ ମୃତଦେହ

ଖୋର୍ଦ୍ଧା(ବଳରାମ ଲେଙ୍କା): ଚାରି ଦିନ ହେବ ନିଖୋଜ ଥିଲେ। ଆଜି ମିଳିଲା ଝୁଲନ୍ତା ମୃତଦେହ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ମୃତକ ଜଣଙ୍କ ଶିବାନୀ ବେହେରା। ତାଙ୍କ ଘର ବେଗୁନିଆ ଥାନା ଭୁଆଷୁଣିପାଟଣା ଗାଁର। ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ବେହେରାଙ୍କ ଝିଅ ଶିବାନୀ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ବିଲ ଭିତରେ ଥିବା ଏକ ନିମ୍ବଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି […]

deadbody

deadbody

Tapaswini Nayak
  • Published: Monday, 14 October 2019
  • Updated: 14 October 2019, 01:36 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଚାରି ଦିନ ହେବ ନିଖୋଜ ଥିଲେ। ଆଜି ମିଳିଲା ଝୁଲନ୍ତା ମୃତଦେହ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ମୃତକ ଜଣଙ୍କ ଶିବାନୀ ବେହେରା। ତାଙ୍କ ଘର ବେଗୁନିଆ ଥାନା ଭୁଆଷୁଣିପାଟଣା ଗାଁର।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ବେହେରାଙ୍କ ଝିଅ ଶିବାନୀ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ବିଲ ଭିତରେ ଥିବା ଏକ ନିମ୍ବଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବେଗୁନିଆ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos