ପୂଜା ପାଉଛନ୍ତି ଏକ କୋଟି ରୁଦ୍ରାକ୍ଷରେ ତିଆରି ହନୁମାନ ବିଗ୍ରହ

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକାର ଗୁରୁକୃପା ଆଶ୍ରମରେ ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ନିର୍ମିତ କରାଯାଇ ପୂଜର୍ଚ୍ଚନା କରାଯାଇଛି।  ଏଠାରେ ଶହ ଶହ ଶ୍ରଦ୍ଧାଳୁ ହନୁମାନଙ୍କ ସିନ୍ଦୁର ନେଇ ତୁଳସୀ କାଠି ଦ୍ୱାରା ବେଲପତ୍ରରେ ରାମ ନାମ ଲେଖିଥିଲେ। ଶେଷରେ ଏହାକୁ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ଏଭଳି ମୋଟ ୧ ଲକ୍ଷ ଶହେ ଆଠ ବେଲପତ୍ରରେ ଶ୍ରଦ୍ଧାଳୁମାନେ ଲେଖିଛନ୍ତି। ଏଥିସହ ଭିନ୍ନ […]

gg

gg

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 02:31 PM IST

Sports

Latest News

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକାର ଗୁରୁକୃପା ଆଶ୍ରମରେ ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ନିର୍ମିତ କରାଯାଇ ପୂଜର୍ଚ୍ଚନା କରାଯାଇଛି।  ଏଠାରେ ଶହ ଶହ ଶ୍ରଦ୍ଧାଳୁ ହନୁମାନଙ୍କ ସିନ୍ଦୁର ନେଇ ତୁଳସୀ କାଠି ଦ୍ୱାରା ବେଲପତ୍ରରେ ରାମ ନାମ ଲେଖିଥିଲେ। ଶେଷରେ ଏହାକୁ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ଏଭଳି ମୋଟ ୧ ଲକ୍ଷ ଶହେ ଆଠ ବେଲପତ୍ରରେ ଶ୍ରଦ୍ଧାଳୁମାନେ ଲେଖିଛନ୍ତି। ଏଥିସହ ଭିନ୍ନ ଭିନ୍ନ ଭାଷାରେ ରାମନାମ ଲେଖାଥିବା ପତ୍ରକୁ ଏକାଠି କରାଯାଇ ପୁସ୍ତକ ସଦୃଶ ରଖାଯାଇଛି।  ଏଭଳି ନିଆରା ଢଙ୍ଗରେ ଏଠାରେ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି।

ଏଯାଏଁ ଆସିକା ଗୁରୁକୃପା ଆଶ୍ରମର ସାଧକମାନେ ୭ଶହ ୫୦କୋଟି ରାମ ନାମ ସଂଗ୍ରହ କରିସାରିଲେଣି ବୋଲି ଦାବି କରୁଛନ୍ତି। ଆସିକା ଭଳି ଆମ ଦେଶର ଗୁଜରାଟ, ପଶ୍ଚିମବଙ୍ଗ ଆଦି ରାଜ୍ୟର କିଛି ସ୍ଥାନରେ ମଧ୍ୟ ହନୁମାନ ନାମ ଲେଖାଥିବା ପତ୍ର ସଂଗ୍ରହ କରି ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story