ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତି ପଣ୍ଡା। ୮୨ କିଲୋମିଟର ଦୀର୍ଘ ଏହି ରେଳପଥ କାମ ଦୃତ ଗତିରେ ଚାଲିଛି। ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ସରିଥିବା ବେଳେ ମହାନଦୀ ଉପରେ ହେବାକୁ ଥିବା ରେଳୱେ ବ୍ରିଜ୍‌ କାମ ମଧ୍ୟ ସରିଛି। ୧୯୯୫ରେ ପ୍ରକଳ୍ପକୁ ମଂଜୁରୀ ମିଳିଥିଲେ ମଧ୍ୟ କାମ ଆଗେଇ ପାରି ନଥିଲା। ସାଂସଦ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ କାମ ତ୍ୱରାନ୍ୱିତ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 11:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତି ପଣ୍ଡା। ୮୨ କିଲୋମିଟର ଦୀର୍ଘ ଏହି ରେଳପଥ କାମ ଦୃତ ଗତିରେ ଚାଲିଛି। ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ସରିଥିବା ବେଳେ ମହାନଦୀ ଉପରେ ହେବାକୁ ଥିବା ରେଳୱେ ବ୍ରିଜ୍‌ କାମ ମଧ୍ୟ ସରିଛି।

୧୯୯୫ରେ ପ୍ରକଳ୍ପକୁ ମଂଜୁରୀ ମିଳିଥିଲେ ମଧ୍ୟ କାମ ଆଗେଇ ପାରି ନଥିଲା। ସାଂସଦ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ କାମ ତ୍ୱରାନ୍ୱିତ କରିବା ଲାଗି ନିୟମିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ଅଛନ୍ତି। ୨୨ଶହ ୩୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ରେଳ ପ୍ରକଳ୍ପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story