ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତି ପଣ୍ଡା। ୮୨ କିଲୋମିଟର ଦୀର୍ଘ ଏହି ରେଳପଥ କାମ ଦୃତ ଗତିରେ ଚାଲିଛି। ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ସରିଥିବା ବେଳେ ମହାନଦୀ ଉପରେ ହେବାକୁ ଥିବା ରେଳୱେ ବ୍ରିଜ୍‌ କାମ ମଧ୍ୟ ସରିଛି।

୧୯୯୫ରେ ପ୍ରକଳ୍ପକୁ ମଂଜୁରୀ ମିଳିଥିଲେ ମଧ୍ୟ କାମ ଆଗେଇ ପାରି ନଥିଲା। ସାଂସଦ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ କାମ ତ୍ୱରାନ୍ୱିତ କରିବା ଲାଗି ନିୟମିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ଅଛନ୍ତି। ୨୨ଶହ ୩୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ରେଳ ପ୍ରକଳ୍ପ।

ଆହୁରି ପଢ଼ନ୍ତୁ

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ