ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ

କଟକ: ଆଜି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପରିସରରେ ଗଭର୍ଣ୍ଣିଂ ବଡି ବୈଠକ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଥିଲେ, “କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ଏଥିପାଇଁ କଟକ ଉପକଣ୍ଠରେ ୬୦ ଏକର ଜାଗା ଚିହ୍ନଟ ସରିଛି, ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହାଛଡ଼ା ୨୭ କୋଟି ଟଙ୍କ। ବ୍ୟୟରେ ହସ୍ପିଟାଲର ନୂତନ କୋଠା କାମ ଆରମ୍ଭ କରାଯିବା ସହିତ ଆଇସିୟୁ […]

achargaya

achargaya

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 11:31 PM IST

Sports

Latest News

କଟକ: ଆଜି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପରିସରରେ ଗଭର୍ଣ୍ଣିଂ ବଡି ବୈଠକ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଥିଲେ, “କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ଏଥିପାଇଁ କଟକ ଉପକଣ୍ଠରେ ୬୦ ଏକର ଜାଗା ଚିହ୍ନଟ ସରିଛି, ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହାଛଡ଼ା ୨୭ କୋଟି ଟଙ୍କ। ବ୍ୟୟରେ ହସ୍ପିଟାଲର ନୂତନ କୋଠା କାମ ଆରମ୍ଭ କରାଯିବା ସହିତ ଆଇସିୟୁ ଖୁବ୍‌ଶୀଘ୍ର ଖୋଲାଯିବ। ଅଧିକ ଡାକ୍ତର ସୃଷ୍ଟି କରିବା ଉଦ୍ଦେଶ୍ୟରେ ପିଜି କୋର୍ସ ଖୋଲିବା ପାଇଁ ଏମ୍‌ସିଆଇକୁ ଚିଠି ଲେଖାଯାଇଛି। ୭ଟି ଜିଲ୍ଲାରେ କ୍ୟାନସର ଡ଼ିଟେକସନ ଓ ସ୍କିନିଂ ସେଣ୍ଟର ଖୋଲାଯାଇ ମାଗଣାରେ କେମୋ ମେଡ଼ିସିନ ଯୋଗାଇଦିଆଯିବ।”

ଆଜି ବସିଥିବା ଗଭର୍ଣ୍ଣିଂ ବଡି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା,ଏସ୍‌ସିବି ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡ଼ଃ ସିଦ୍ଧାର୍ଥ ଦାସ, କଟକ ମେୟର ମିନାକ୍ଷୀ ବେହେରା, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଓ ସିଏମ୍‌ସି କମିଶନର ଜ୍ଞାନରଂଜନ ଦାସ ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story