ବାଂଲାଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲା; ବନ୍ଧା ହେଲେ ‘ଆଶାକିରଣ’ ମୁଖ୍ୟ

ଖୋର୍ଦ୍ଧା: ବାଂଲାଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲାରେ ଜଟଣୀର ‘ଅଶାକିରଣ ହୋମ୍’ ମୁଖ୍ୟ ହୋଚିମିନ ଶାସ୍ତ୍ରୀଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ଆଶାକିରଣ ହୋମ୍‌ କର୍ମଚାରୀ ଜଗା ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ଗତ ୮ ତାରିଖରେ ପୁରୀ ରେଳଷ୍ଟେସନରୁ ଉଦ୍ଧାର ପରେ ସଂପୃକ୍ତ ବାଳକ ଆଶାକିରଣ ସଂଗଠନ ବିରୋଧରେ ଅଭିଯୋଗ ଆଣିଥିଲେ। ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ସେ ପୁରୀ ଶିଶୁ କଲ୍ୟାଣ କମିଟି ଆଗରେ ବୟାନ ଦେଇଥିଲେ। ତେବେ ଆଶାକିରଣ ପକ୍ଷରୁ ଏହାକୁ ଖଣ୍ଡନ […]

ashakiran

ashakiran

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 01:15 PM IST

Sports

Latest News

ଖୋର୍ଦ୍ଧା: ବାଂଲାଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲାରେ ଜଟଣୀର ‘ଅଶାକିରଣ ହୋମ୍’ ମୁଖ୍ୟ ହୋଚିମିନ ଶାସ୍ତ୍ରୀଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ଆଶାକିରଣ ହୋମ୍‌ କର୍ମଚାରୀ ଜଗା ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗତ ୮ ତାରିଖରେ ପୁରୀ ରେଳଷ୍ଟେସନରୁ ଉଦ୍ଧାର ପରେ ସଂପୃକ୍ତ ବାଳକ ଆଶାକିରଣ ସଂଗଠନ ବିରୋଧରେ ଅଭିଯୋଗ ଆଣିଥିଲେ। ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ସେ ପୁରୀ ଶିଶୁ କଲ୍ୟାଣ କମିଟି ଆଗରେ ବୟାନ ଦେଇଥିଲେ। ତେବେ ଆଶାକିରଣ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos