ହାତିଆ-ବନ୍ଧମୁଣ୍ଡା ରେଳ ଲାଇନ୍ ଡବଲିଂକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ରାଞ୍ଚି ହାତିଆ-ରାଉରକେଲାର ବନ୍ଧମୁଣ୍ଡା ରେଳ ଲାଇନ ଡବଲିଂ ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା କ୍ୟାବିନେଟ ବୈଠକରେ  ଏହି ମଞ୍ଜୁରୀ ମିଳିଛି।  ସାଢ଼େ ୧୫୮ କିଲୋମିଟର ଦୀର୍ଘ ଏହି ରେଳ ଲାଇନ୍ ଡବଲିଂ ପ୍ରକଳ୍ପ ପାଇଁ ୧୯୨୧ କୋଟି ୯୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଆଗାମୀ ୬ ବର୍ଷ ଭିତରେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଝାଡ଼ଖଣ୍ଡର […]

D_railway_line

D_railway_line

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 04:05 AM IST

Sports

Latest News

ଭୁବନେଶ୍ୱର: ରାଞ୍ଚି ହାତିଆ-ରାଉରକେଲାର ବନ୍ଧମୁଣ୍ଡା ରେଳ ଲାଇନ ଡବଲିଂ ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା କ୍ୟାବିନେଟ ବୈଠକରେ  ଏହି ମଞ୍ଜୁରୀ ମିଳିଛି।  ସାଢ଼େ ୧୫୮ କିଲୋମିଟର ଦୀର୍ଘ ଏହି ରେଳ ଲାଇନ୍ ଡବଲିଂ ପ୍ରକଳ୍ପ ପାଇଁ ୧୯୨୧ କୋଟି ୯୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଆଗାମୀ ୬ ବର୍ଷ ଭିତରେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଝାଡ଼ଖଣ୍ଡର ରାଞ୍ଚି, ଗୁମଲା ଓ ସିମଡେଗା ଜିଲ୍ଲା ଓ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା  ଉପକୃତ ହେବ। ଏହାସହ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହି ସେକସନର ଲାଇନ କ୍ଷମତା  ବଢିବା ସହ ଟ୍ରାଫିକ ସରଳୀକୃତ ହେବ ବୋଲି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story