୧୩ରେ ପୋଲିସ ଉଠାଇ ନେଇଥିଲା, ୨୦ରେ ମରିଗଲେ

ନୟାଗଡ଼ା (ଓଡ଼ିଶା ରିପୋର୍ଟର): ଗତ ୧୩ ତାରିଖରେ ବିଭିନ୍ନ ଅଭିଯୋଗ ଲଗାଇ ଜଣେ ବ୍ୟକ୍ତିକୁ ପୋଲିସ ଉଠାଇ ନେଇଥିଲା। ଗତକାଲି ରାତି କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପରି ହାଜତ ମୃତ୍ୟୁ ଅଭିଯୋଗ ଆସିଛି ନୟାଗଡ଼ରୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଅଭିଯୋଗରୁ ପ୍ରକାଶ, ହତ୍ୟା ଓ ଚୋରି ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର […]

hazat death in nayagardh

hazat death in nayagardh

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 06:14 PM IST

Sports

Latest News

ନୟାଗଡ଼ା (ଓଡ଼ିଶା ରିପୋର୍ଟର): ଗତ ୧୩ ତାରିଖରେ ବିଭିନ୍ନ ଅଭିଯୋଗ ଲଗାଇ ଜଣେ ବ୍ୟକ୍ତିକୁ ପୋଲିସ ଉଠାଇ ନେଇଥିଲା। ଗତକାଲି ରାତି କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପରି ହାଜତ ମୃତ୍ୟୁ ଅଭିଯୋଗ ଆସିଛି ନୟାଗଡ଼ରୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ହତ୍ୟା ଓ ଚୋରି ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର ସିମିଳି ସାହିର କାଳିଆ କାଠୁଆଙ୍କୁ ତାଙ୍କ ଘରୁ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ଉଠାଇ ଆଣିଥିଲା। ମାତ୍ର ତାଙ୍କୁ ଜେଲ୍‌ ପଠାଇବା ବଦଳରେ ରାତିସାରା ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଥିଲା। ଗତ ୧୭ ତାରିଖରେ ଫାଣ୍ଡିରେ ଅଭିଯୁକ୍ତ କାଳିଆ ନିଆଁରେ ପୋଡି ହୋଇ ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରି କରି ପୋଲିସ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

କାଳିଆକୁ ପୋଲିସ ପୋଡ଼ି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କାଠୁଆଙ୍କ ମାଆ ବିନି କହିଛନ୍ତି-“ପୋଲିସ କାଳିଆକୁ ଏକ ଘରେ ତାଲା ପକାଇ ରଖିଥିଲେ। ଗିରଫର ପର ଦିନ ଅପରାହ୍ନରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତା’ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାର ମୃତ୍ୟୁ ଘଟିଛି।”

ପରିବାର ଲୋକଙ୍କ ଏପରି ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି। ମାମଲାକୁ ବାଟ ବଣା କରିବା ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story