ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଉକ; ରଖିଛନ୍ତି ତିନୋଟି ବନ୍ଧୁକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ସୌଖୀନରେ ବନ୍ଧୁକ ରଖିଛି। ସୁରକ୍ଷା ପାଇଁ ନୁହେଁ। ଏମ୍‌ଏଲ୍‌ଏ ହେବା ପରେ ମୁଁ ବନ୍ଧୁକ ରଖିନି। ଛାତ୍ର ଜୀବନରୁ ମୁଁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଛି। ମୋ ପାଖରେ ଅଲ୍‌ଇଣ୍ଡିଆ ପର୍‌ମିଟ୍ ରହିଛି।” ବନ୍ଧୁକ ଚର୍ଚ୍ଚାକୁ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ […]

naba,,,,

naba,,,,

Tapaswini Nayak
  • Published: Wednesday, 12 February 2020
  • Updated: 12 February 2020, 07:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ସୌଖୀନରେ ବନ୍ଧୁକ ରଖିଛି। ସୁରକ୍ଷା ପାଇଁ ନୁହେଁ। ଏମ୍‌ଏଲ୍‌ଏ ହେବା ପରେ ମୁଁ ବନ୍ଧୁକ ରଖିନି। ଛାତ୍ର ଜୀବନରୁ ମୁଁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଛି। ମୋ ପାଖରେ ଅଲ୍‌ଇଣ୍ଡିଆ ପର୍‌ମିଟ୍ ରହିଛି।” ବନ୍ଧୁକ ଚର୍ଚ୍ଚାକୁ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ଥିବା ନେଇ ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ହୋଇଥିଲା।  ଆଜି ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଏ ସଂପର୍କରେ ପଚାରିଥିଲେ ସେ ଉପରୋକ୍ତ କଥା କହିଥିଲେ।

ତା’ସହିତ ଶ୍ରୀ ଦାସ କହିଥିଲେ, “ଜଣେ ନାଗରିକ ଆଇନ ଅନୁସାରେ ବନ୍ଧୁକ ରଖିପାରିବ ନା ନାହିଁ? ଯଦି ଆଇନରେ ଅନୁମତି ଅଛି, ତା’ହେଲେ ମୁଁ ଆଇନ ଭିତରେ ରହିଛି।”

ସେହିପରି ସଂପତ୍ତି ବଢ଼ିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ,“ଏମ୍‌ଏଲ୍‌ଏ ହେବା ଆଗରୁ ମୋର ଦିଲ୍ଲୀ ଓ ଭୁବନେଶ୍ୱରରେ ଘର ଅଛି। ମୁଁ ଯାହା କରିଛି, ସବୁ ଏମ୍‌ଏଲ୍‌ଏ ହେବା ଆଗରୁ କରିଛି। ଯିଏ ବ୍ୟବସାୟ କରିବ ସେ ବଢ଼େଇବା ପାଇଁ କରିବ ନା କମାଇବା ପାଇଁ କରିବ।”

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯାଇଛି। କରାଯାଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଛନ୍ତି। ନବ ଓ ତାଙ୍କ ପରିବାର ପାଖରେ ନଗଦ ପ୍ରାୟ ୩୨ଲକ୍ଷ ଥିବା ବେଳେ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଛି ବୋଲି ଦର୍ଶାଯାଇଛି।  ଏହାସହ ତାଙ୍କ ପାଖରେ ରିଭଲଭର ଓ ଗୋଟିଏ ରାଇଫଲ ଥିବା ମଧ୍ୟ ଉଲ୍ଲେଖ କରାଯାଇଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story