ଦୟନୀୟ ସ୍ୱାସ୍ଥ୍ୟସେବା: ବାରଣ୍ଡାରେ ଚାଲିଛି ଡେଙ୍ଗୁ ରୋଗୀଙ୍କ ଚିକିତ୍ସା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡ଼େଙ୍ଗୁରେ ସଂକ୍ରମଣ ହୋଇ ରୋଗୀ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି। ଆଶା ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିବେ। ହେଲେ ମେଡିକାଲରେ ଅସ୍ୱାସ୍ଥ୍ୟକର ପରିବେଶ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଦୁଃଖ ବଢ଼ାଇ ଦେଇଛି। ବାଲିଆପାଳ ଅଞ୍ଚଳର ଶୁଭସ୍ମିତା ନାୟକ। ଜ୍ୱର ହେବାରୁ ପରିବାର ଲୋକେ ତାଙ୍କୁ ବାଲିଆପାଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରକ୍ତ ରମୂନା ପରୀକ୍ଷା ପରେ ଶୁଭସ୍ମିତା ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମେଡିକାଲରେ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 08:02 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡ଼େଙ୍ଗୁରେ ସଂକ୍ରମଣ ହୋଇ ରୋଗୀ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି। ଆଶା ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିବେ। ହେଲେ ମେଡିକାଲରେ ଅସ୍ୱାସ୍ଥ୍ୟକର ପରିବେଶ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଦୁଃଖ ବଢ଼ାଇ ଦେଇଛି।

ବାଲିଆପାଳ ଅଞ୍ଚଳର ଶୁଭସ୍ମିତା ନାୟକ। ଜ୍ୱର ହେବାରୁ ପରିବାର ଲୋକେ ତାଙ୍କୁ ବାଲିଆପାଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରକ୍ତ ରମୂନା ପରୀକ୍ଷା ପରେ ଶୁଭସ୍ମିତା ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ଡ଼େଙ୍ଗୁ ୱାର୍ଡ଼ ବାରଣ୍ଡାରେ ମଶାରୀ ଟାଣି ୮ ଦିନ ହେଲା ଶୋଇଛନ୍ତି ଡେଙ୍ଗୁ ରୋଗୀ ଶୁଭସ୍ମିତା। ମଶାରୀ ବାହାରେ ତାକୁ ଜଗି ରହିଛନ୍ତି ବୁଢିମାଆ ଜୟନ୍ତୀ ନାୟକ।

ସେହିପରି ସଦର ବ୍ଲକ୍ ତଳଅମରା ଗାଁର ବିକର୍ତ୍ତନ ମଢୁଆଳ। ସେ ୪ ଦିନ ହେଲା ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି। ହେଲେ ମେଡିକାଲରେ ଅସ୍ୱାସ୍ଥ୍ୟକର ପରିବେଶ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। କେବଳ ଏହି ଦୁଇ ରୋଗୀ ନୁହନ୍ତି, ଅନେକ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ମାତ୍ର ଏଥିପ୍ରତି ମେଡ଼ିକାଲ କର୍ମଚାରୀଙ୍କର ତିଳେ ମାତ୍ର ନଜର ପଡ଼ୁନାହିଁ। ଯାହାଦ୍ୱାରା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଡ଼େଙ୍ଗୁ ରୋଗୀ ବିକର୍ତ୍ତନ ମଢୁଆଳ କହିଛନ୍ତି-“ଡାକ୍ତରଖାନାରେ ଅସ୍ୱାସ୍ଥ୍ୟକର ପରିବେଶ। ଏପରି ପରିବେଶରେ ଚିକିତ୍ସା ହେଲେ ରୋଗ ବଢ଼ିବ।”

ରୋଗୀଙ୍କ ସମ୍ପର୍କୀୟ ଜୟନ୍ତୀ ନାୟକ କହିଛନ୍ତି-“ରୋଗୀଙ୍କ ପାଇଁ ବେଡ୍‌ ନାହିଁ। ବାଧ୍ୟ ହୋଇ ରୋଗୀ ତଳେ ଶୋଇଛନ୍ତି।”

ବାଲେଶ୍ୱର ମେଡ଼ିକାଲରେ ଡ଼େଙ୍ଗୁ ରୋଗୀଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସ୍ୱତନ୍ତ୍ର ୱାର୍ଡ଼। ଏହି ୱାର୍ଡ଼ରେ ୧୨ଟି ଶଯ୍ୟା ଥିବାରୁ ରୋଗୀଙ୍କୁ ବାରଣ୍ଡାରେ ରଖାଯାଉଛି। ଏଥିସହ ସଂକ୍ରମଣ ୱାର୍ଡ଼ ବାରଣ୍ଡାରେ ମଧ୍ୟ ଶୋଉଛନ୍ତି ରୋଗୀ। ଜିଲ୍ଲାରେ ମୋଟ ୧୭ ଶହ ୪୩ଜଣଙ୍କ ରକ୍ତ ନମୂନାରୁ ୩୫୭ ଜଣଙ୍କ ଶରୀରରେ ଡ଼େଙ୍ଗୁ ଭୁତାଣୁ ଚିହ୍ନଟ ହୋଇଛି। ଏଯାଏ ବାଲେଶ୍ୱର ମେଡ଼ିକାଲରେ ୧୫୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହୋଇଥିବା ବେଳେ, ୱାର୍ଡ଼ରେ ଅଛନ୍ତି ୨୫ଜଣ ରୋଗୀ  ଆଉ ଏହି ସ୍ୱତନ୍ତ୍ର ୱାର୍ଡ଼ ନିକଟରେ ଥିବା ନାଳରେ ଜମା ହୋଇ ରହିଛି ଅଳିଆ। ବାରଣ୍ଡାରେ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story