କଲବଲ କରୁଛି ତାତି: ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ସମ୍ବଲପୁର। ଏଠାରେ ପାରଦ ରହିଛି ୪୩.୯ ଡିଗ୍ରୀ। ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗିରରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୭ ଡିଗ୍ରୀ ଥିଲା ।

sa-13

sa-13

Tapaswini Nayak
  • Published: Saturday, 25 May 2019
  • Updated: 25 May 2019, 09:34 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ସମ୍ବଲପୁର। ଏଠାରେ ପାରଦ ରହିଛି ୪୩.୯ ଡିଗ୍ରୀ। ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗିରରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୭ ଡିଗ୍ରୀ ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos