ସୁନ୍ଦରଗଡ@୪୫ଡିଗ୍ରୀ; ସପ୍ତାହେ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଛି ତାପମାତ୍ରା ଓ ଝାଞ୍ଜି ପବନ। ଏଥି ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ବଢୁଛି ଜଳ କଷ୍ଟ। ଗତ ତିନିଦିନ ଧରି ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ଆଜି ଆହୁରୀ ତୀବ୍ର ହୋଇଛି। ଆଜି ରାଜ୍ୟର ସବୁ ସହରର ତାପମାତ୍ରାଠାରୁ ବଳି ଯାଇଛି ସୁନ୍ଦରଗଡର ତାପମାତ୍ରା। ସହରରେ ଆଜିର ପାରଦ ରହିଛି ୪୫ ଡିଗ୍ରୀ। ଏହାସହ ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି  ସୋନପୁର […]

heat wave

heat wave

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 03:11 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଛି ତାପମାତ୍ରା ଓ ଝାଞ୍ଜି ପବନ। ଏଥି ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ବଢୁଛି ଜଳ କଷ୍ଟ। ଗତ ତିନିଦିନ ଧରି ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ଆଜି ଆହୁରୀ ତୀବ୍ର ହୋଇଛି।

ଆଜି ରାଜ୍ୟର ସବୁ ସହରର ତାପମାତ୍ରାଠାରୁ ବଳି ଯାଇଛି ସୁନ୍ଦରଗଡର ତାପମାତ୍ରା। ସହରରେ ଆଜିର ପାରଦ ରହିଛି ୪୫ ଡିଗ୍ରୀ। ଏହାସହ ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି  ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର (୪୨.୨ ଡିଗ୍ରୀ) ରହିଥିବା ବେଳେ ବୁଧବାର ଓ ଗୁରୁବାର ଦିନ ଭୁବନେଶ୍ୱର ୪୨.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରହିଥିଲା।

ଆଜି ବାଲେଶ୍ୱରରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୧.୩, କଟକରେ ୪୦.୪, ପାରାଦ୍ୱୀପରେ ୩୨.୦, ଭୁବନେଶ୍ୱରରେ ୪୨.୨, ଗୋପାଳପୁର ୩୨.୦, ପୁରୀରେ ୩୩.୦, ଅନୁଗୋଳରେ ୪୨.୭, ବାରିପଦାରେ ୪୨.୧, ଝାରସୁଗୁଡାରେ ୪୨.୫, କେଉଁଝରଗଡରେ ୪୦.୨, ସମ୍ବଲପୁର ୪୧.୮, ହୀରାକୁଦରେ ୪୨.୩,ତାଳଚେରରେ ୪୨.୪, ଭବାନୀପାଟଣାରେ ୪୨.୫, ବୋଲାଙ୍ଗିରରେ ୪୨.୫, କୋରାପୁଟରେ ୩୭.୬, ଫୁଲବାଣୀରେ ୩୯.୨,ଟିଟଲାଗଡରେ ୪୩.୦, ମାଲକାନ୍‌ଗିରିରେ ୪୧.୪, ସୋନପୁର ୪୨.୮,ଦାରିଙ୍ଗବାଡିରେ ୩୫.୦ ଓ ଢେଙ୍କାନାଳରେ ୪୧.୨ ଡିଗ୍ରୀ ତାପମାତ୍ରା ରହିଛି।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଆଜି ୧୧ଟା୩୦ରେ ଭୁବନେଶ୍ୱରେ ତାପମାତ୍ରା ୪୦ ଡିଗ୍ରୀ ଥିଲା। ଦିନ ୨ଟା ବେଳକୁ ଏହା ବୃଦ୍ଧି ପାଇଁ ୪୨.୨ଡିଗ୍ରୀରେ ପହଞ୍ଚିଲା। ରାଜ୍ୟରେ ଆସନ୍ତା ଏକ ସପ୍ତାହ ଯାଏଁ ଖରାର ପ୍ରକୋପ  ଜାରି ରହିବା ସହ ଝାଞ୍ଜି ପବନ ବହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story