ଟିଟିଲାଗଡ଼ ଉତ୍ତପ୍ତ ସହର; ଭୁବନେଶ୍ୱର ଓ କଟକରେ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଗ୍ରୀଷ୍ମର ପ୍ରକୋପ। ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସହର ହେଉଛି ଟିଟିଲାଗଡ଼। ଏଠାରେ ପାରଦ ୪୨ ଡିଗ୍ରୀ ଛୁଇଁଛି। ସେହିଭଳି ବଲାଙ୍ଗିରରେ ତାପମାତ୍ରା ୪୧ ଡିଗ୍ରୀ, ଅନୁଗୋଳ ୪୦.୭,  ସୋନପୁର ୪୦.୬, ତାଳଚେର ୪୦. ୨ ଝାରସୁଗୁଡ଼ା ୪୦.୧ ଓ  ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା  ୩୮.୪ ଓ  କଟକରେ […]

Heat Wave Intensifies In Odisha

Heat Wave Intensifies In Odisha

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଗ୍ରୀଷ୍ମର ପ୍ରକୋପ। ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସହର ହେଉଛି ଟିଟିଲାଗଡ଼। ଏଠାରେ ପାରଦ ୪୨ ଡିଗ୍ରୀ ଛୁଇଁଛି। ସେହିଭଳି ବଲାଙ୍ଗିରରେ ତାପମାତ୍ରା ୪୧ ଡିଗ୍ରୀ, ଅନୁଗୋଳ ୪୦.୭,  ସୋନପୁର ୪୦.୬, ତାଳଚେର ୪୦. ୨ ଝାରସୁଗୁଡ଼ା ୪୦.୧ ଓ  ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା  ୩୮.୪ ଓ  କଟକରେ ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି।

ତାପମାତ୍ରା ବୃଦ୍ଧି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୧ଟା ବେଳକୁ ଲୋକେ ଘରୁ ବାହାରି ପାରୁ ନାହିଁନ୍ତି। ରାସ୍ତାଘାଟ ଶୂନ୍‌ସାନ୍‌ ହୋଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos