ରାଜ୍ୟର ଏହି ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାରେ ଜଳୁଛି ସାରା ଓଡ଼ିଶା। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ମିଳିଥିବା ସୂଚନା ମୁତାବକ, ଆଜି ରାଜ୍ୟର ୧୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ଼। ଏଠାରେ ତାପମାତ୍ର ୪୪.୮ ଡିଗ୍ରୀ ରହିଛି। ସେହିପରି ସୋନପୁରରେ ୪୪, ଝାରସୁଗୁଡ଼ାରେ ୪୩.୮, ବଲାଙ୍ଗିରରେ ୪୩.୫, ସମ୍ବଲପୁରରେ ୪୩, ଭବାନୀପାଟଣାରେ ୪୨.୨, ହୀରାକୁଦରେ ୪୨.୧, ସୁନ୍ଦରଗଡ଼ରେ ୪୨, ତାଳଚେରରେ ୪୧.୬, ମାଲକାନଗିରିରେ ୪୧.୪, ଅନୁଗୋଳରେ ୪୧.୩, କେନ୍ଦୁଝରରେ […]

daha

daha

Rakesh Mallick
  • Published: Monday, 07 May 2018
  • Updated: 07 May 2018, 07:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାରେ ଜଳୁଛି ସାରା ଓଡ଼ିଶା। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ମିଳିଥିବା ସୂଚନା ମୁତାବକ, ଆଜି ରାଜ୍ୟର ୧୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ଼। ଏଠାରେ ତାପମାତ୍ର ୪୪.୮ ଡିଗ୍ରୀ ରହିଛି।

ସେହିପରି ସୋନପୁରରେ ୪୪, ଝାରସୁଗୁଡ଼ାରେ ୪୩.୮, ବଲାଙ୍ଗିରରେ ୪୩.୫, ସମ୍ବଲପୁରରେ ୪୩, ଭବାନୀପାଟଣାରେ ୪୨.୨, ହୀରାକୁଦରେ ୪୨.୧, ସୁନ୍ଦରଗଡ଼ରେ ୪୨, ତାଳଚେରରେ ୪୧.୬, ମାଲକାନଗିରିରେ ୪୧.୪, ଅନୁଗୋଳରେ ୪୧.୩, କେନ୍ଦୁଝରରେ ୩୯.୪ ଓ ଭୁବନେଶ୍ୱରର ତାପମାତ୍ର ୩୫.୪ ଡିଗ୍ରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos