୨୦ରୁ ବଢ଼ିବ ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ ଦୁଇ, ତିନ ଭିତରେ ରାଜ୍ୟରେ ବେଶି ଶୀତ ଅନୁଭୂତ ହେବ। ଉତ୍ତରା ପବନ ବହିବା ଯୋଗୁ ରାଜ୍ୟରେ ଶୀତ ବଢିବ। ଏବେ ରାଜ୍ୟରେ ସ୍ୱାଭାବିକଠାରୁ ୨ […]

cold-1-12

cold-1-12

Tapaswini Nayak
  • Published: Tuesday, 17 December 2019
  • Updated: 17 December 2019, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ ଦୁଇ, ତିନ ଭିତରେ ରାଜ୍ୟରେ ବେଶି ଶୀତ ଅନୁଭୂତ ହେବ। ଉତ୍ତରା ପବନ ବହିବା ଯୋଗୁ ରାଜ୍ୟରେ ଶୀତ ବଢିବ। ଏବେ ରାଜ୍ୟରେ ସ୍ୱାଭାବିକଠାରୁ ୨ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ”

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଏଥିସହ ଝାରସୁଗୁଡ଼ାରେ ବର୍ଷା ମଧ୍ୟ ହୋଇଥିଲା ବୋଲି ଶ୍ରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos