ଘନଉଛି ଲଘୁଚାପ: ଆସନ୍ତା ୧୮ ତାରିଖ ଠାରୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବଙ୍ଗୋପସାଗରରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଞ୍ଚଳିକ  ପାଣିପାଗ ବିଭାଗର ସୂଚନା ଅନୁସାରେ ଅବପାତର ରୂପ ନେବା ପରେ ଏହାର ଗତି ଉତ୍ତର-ପଶ୍ଚିମ ଦିଗକୁ ରହିବ। ଆକଳନ ଅନୁଯାୟୀ, ୧୯ ତାରିଖ ଦିନ ଅବପାତ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ କୌଣସି […]

A man holds an umbrella

A man holds an umbrella

Rakesh Mallick
  • Published: Monday, 16 October 2017
  • Updated: 16 October 2017, 12:31 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବଙ୍ଗୋପସାଗରରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଞ୍ଚଳିକ  ପାଣିପାଗ ବିଭାଗର ସୂଚନା ଅନୁସାରେ ଅବପାତର ରୂପ ନେବା ପରେ ଏହାର ଗତି ଉତ୍ତର-ପଶ୍ଚିମ ଦିଗକୁ ରହିବ। ଆକଳନ ଅନୁଯାୟୀ, ୧୯ ତାରିଖ ଦିନ ଅବପାତ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। କିନ୍ତୁ ଏହାର ପ୍ରଭାବରେ ୧୮ ତାରିଖଠୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story