ଚେତିଲେ ସରକାର: ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଚେତିଲେ ସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନଥିଲେ।  ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅକଳରେ ପଡ଼ିଥିଲେ ସରକାର। ଯେଉଁଥିପାଇଁ ପର୍ଚେଜ୍ କମିଟି ମୁଖ୍ୟ ପଦରୁ ତାଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର। ଅର୍ଡର ମୁତାବକ ଆସିଥିବା ୨ ଟ୍ରକ୍ ମାସ୍କ, ୨ ଟ୍ରକ୍ ସାନିଟାଇଜର, […]

hemant-sharma

hemant-sharma

Tapaswini Nayak
  • Published: Friday, 05 June 2020
  • Updated: 05 June 2020, 04:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଚେତିଲେ ସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନଥିଲେ।  ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅକଳରେ ପଡ଼ିଥିଲେ ସରକାର। ଯେଉଁଥିପାଇଁ ପର୍ଚେଜ୍ କମିଟି ମୁଖ୍ୟ ପଦରୁ ତାଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର।

ଅର୍ଡର ମୁତାବକ ଆସିଥିବା ୨ ଟ୍ରକ୍ ମାସ୍କ, ୨ ଟ୍ରକ୍ ସାନିଟାଇଜର, ୧ ଟ୍ରକ୍ ଭେଣ୍ଟିଲେଟର ଫେରାଇଥିଲେ। ୨୯ ଟ୍ରକ୍ PPE କିଟ୍ ଗ୍ରହଣ କରିଥିଲେ।

ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ଓ କଂଗ୍ରେସ। ମୂଳରୁ ନ ଉପାଡ଼ିଲେ ଏ ସରକାରରୁ ଦୁର୍ନୀତି ଛାଡ଼ିବ ନାହିଁ ବୋଲି ବିଜେପି ଦଳର ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି।

ସେପଟେ ବିଜେଡି କହିଛି, ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ, ସରକାର ନିଶ୍ଚିତ ତଦନ୍ତ କରାଇବେ ଓ କାର୍ଯ୍ୟାନୁଷ୍ଠାନ ନେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story